ଖରାପ ପାଗ ପାଇଁ ଇତିହାସ ରଚିପାରିଲାନି ସ୍ପେସ ଏକ୍ସ, ମିଶନ ମହାକାଶ ଟଳିଲା

ୱାଶିଂଟନ: ଘରୋଇ କମ୍ପାନୀ ସ୍ପେସ ଏକ୍ସ ଇତିହାସ ରଚିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲା ସେଥିରେ ପାଣି ପକାଇ ଦେଇଛି ଖରାପ ପାଗ। ଖରାପ ପାଗ ଯୋଗୁ କମ୍ପାନୀର ସ୍ପେସ ଏୟାରକ୍ରାଫ୍ଟ ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି। ସ୍ପେସ ଏକ୍ସର ଏହି ମହାକାଶ ଯାତ୍ରାରେ ନାସା ମଧ୍ୟ ସହଯୋଗ କରୁଥିଲା। ନାସାର ଦୁଇଜଣ ମହାକାଶଚାରୀ ମଧ୍ୟ ଏଥିରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଲଞ୍ଚିଂର ଠିକ ୧୭ ମିନିଟ୍‌ ପୂର୍ବରୁ ହିଁ ଆକାଶରେ କଳା ମେଘ ଘୋଟେଇ ଆସିବା […]

dsa

dsa

Hemant Lenka
  • Published: Thursday, 28 May 2020
  • Updated: 28 May 2020, 08:30 AM IST

Sports

Latest News

ୱାଶିଂଟନ: ଘରୋଇ କମ୍ପାନୀ ସ୍ପେସ ଏକ୍ସ ଇତିହାସ ରଚିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲା ସେଥିରେ ପାଣି ପକାଇ ଦେଇଛି ଖରାପ ପାଗ। ଖରାପ ପାଗ ଯୋଗୁ କମ୍ପାନୀର ସ୍ପେସ ଏୟାରକ୍ରାଫ୍ଟ ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି। ସ୍ପେସ ଏକ୍ସର ଏହି ମହାକାଶ ଯାତ୍ରାରେ ନାସା ମଧ୍ୟ ସହଯୋଗ କରୁଥିଲା।

ନାସାର ଦୁଇଜଣ ମହାକାଶଚାରୀ ମଧ୍ୟ ଏଥିରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଲଞ୍ଚିଂର ଠିକ ୧୭ ମିନିଟ୍‌ ପୂର୍ବରୁ ହିଁ ଆକାଶରେ କଳା ମେଘ ଘୋଟେଇ ଆସିବା ସହ ଘନଘନ ବିଜୁଳି ମାରିଥିଲା। ଫଳରେ ମିଶନକୁ ଶେଷ ମୁହୂର୍ତ୍ତରେ ବାତିଲ କରିଦିଆଯାଇଛି। ଏବେ ଶନିବାର ଦିନ ପୁଣିଥରେ ସ୍ପେସ ଏକ୍ସ ମିଶନ ମହାକାଶ ଆରମ୍ଭ କରିବ।

ପ୍ରଥମଥର ପାଇଁ କୌଣସି ଘରୋଇ କମ୍ପାନୀ ମହାକାଶକୁ ମାନବ ପଠାଇବାକୁ ଉଦ୍ୟମ କରୁଛି। ଯଦି ଏପରି କରିବାରେ ସ୍ପେସ ଏକ୍ସ ସଫଳ ହେବ, ତା’ହେଲେ ଏହା ଏକ ରେକର୍ଡ ସୃଷ୍ଟି କରିବ।

ନିଜର ମିଶନ ମହାକାଶକୁ ସଫଳ ରୂପ ଦେବା ପାଇଁ ସ୍ପେସ ଏକ୍ସ ପକ୍ଷରୁ ହିଁ ସ୍ୱତନ୍ତ୍ର ମହାକାଶ ଯାନ ନିର୍ମାଣ କରାଯାଇଛି। ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଏହା ଲଞ୍ଚ ହେବାର ଥିଲା। ୨୦୧୧ ପରେ ଆମେରିକା ମାଟିରୁ କୌଣସି ପ୍ରକାରର ମହାକାଶକୁ ମଣିଷ ପଠାଯାଇନାହିଁ। ତେଣୁ ପ୍ରାୟ ଗୋଟିଏ ଦଶନ୍ଧି ପରେ ପୁଣିଥରେ ଆମେରିକାରୁ ମିଶନ ମହାକାଶ ଆରମ୍ଭ ହୋଇଥାଆନ୍ତି।

ଏଥିପାଇଁ ନାସାର ଦୁଇ ମହାକାଶଚାରୀ ବବ ବେହନକେନ ଓ ଡୋଙ୍ଗ ହୁରଲୀ ଉକ୍ତ ମହାକାଶ ଯାନରେ ମଧ୍ୟ ପ୍ରବେଶ କରିଥିଲେ। ଲଞ୍ଚ ପାଇଁ ରକେଟ୍‌ର ତେଲକୁ ମଧ୍ୟ ଚାଲୁ କରାଯାଇଥିଲା। ସବୁ କିଛି ଠିକଠାକ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏହି ଲଞ୍ଚକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ମିଶନ ଡାଇରେକ୍ଟର ମାଇକ ଟେଲର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story