ଓମ ବିର୍ଲା ଲୋକସଭାର ବାଚସ୍ପତି ହେବା ସୁନିଶ୍ଚିତ

ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍‌ ବିର୍ଲା ୧୭ତମ ଲୋକସଭାର ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏନ୍‌ଡିଏ ପକ୍ଷରୁ ଶ୍ରୀ ବିର୍ଲା ପ୍ରାର୍ଥୀ ହୋଇଥିବା ବେଳେ ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ଆଜି ଶ୍ରୀ ବିର୍ଲା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ରାଜସ୍ଥାନର କୋଟାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିର୍ଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ ସହଯୋଗୀ ଭାବେ […]

tt

tt

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 04:53 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍‌ ବିର୍ଲା ୧୭ତମ ଲୋକସଭାର ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏନ୍‌ଡିଏ ପକ୍ଷରୁ ଶ୍ରୀ ବିର୍ଲା ପ୍ରାର୍ଥୀ ହୋଇଥିବା ବେଳେ ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ଆଜି ଶ୍ରୀ ବିର୍ଲା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ରାଜସ୍ଥାନର କୋଟାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିର୍ଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଶ୍ରୀ ବିର୍ଲାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ଶିବସେନା, ଅକାଳୀ ଦଳ, ନ୍ୟାଶନାଲ ପିପୁଲ୍ସ ପାର୍ଟି, ମିଜୋ ନ୍ୟାଶନାଲ ଫ୍ରଣ୍ଟ, ଏଲଜେପି, ୱାଇଏସ୍‌ଆରସିପି, ଜେଡିୟୁ, ବିଜେଡି, ଏଆଇଏଡିଏମକେ ଓ ଆପନା ଦଳ ପକ୍ଷରୁ ନୋଟିସ୍‌ ଦେଇଛନ୍ତି।

ଏହାପରେ ବିଜେଡି ମଧ୍ୟ ଶ୍ରୀ ବିର୍ଲାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବ ବୋଲି କହିଛି। ମୁଁ କଂଗ୍ରେସ ନେତା କେ ସୁରେଶ ଓ ଗୁଲାମ ନବି ଆଜାଦଙ୍କ ସହ କଥା ମଧ୍ୟ ହୋଇଛି। ସେମାନେ ଶ୍ରୀ ବିର୍ଲାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବେ ନାହିଁ ବୋଲି କହିଛନ୍ତି। ହେଲେ ସେମାନେ ସମର୍ଥନ କରୁଛନ୍ତି ବୋଲି କୌଣସି ନୋଟିସ୍‌ ଦେଇନାହାନ୍ତି। ଆଶା ସେମାନେ ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତ ନୋଟିସ ଦେବେ।”

ଆଜି ସକାଳେ ଶ୍ରୀ ବିର୍ଲାଙ୍କ ପତ୍ନୀ ଅମିତା ବିଲ୍ଲା ହିଁ ତାଙ୍କ ସ୍ୱାମୀଙ୍କୁ ବାଚସ୍ପତି କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିବା କହିଥିଲେ।

୫୬ ବର୍ଷୀୟ ଶ୍ରୀ ବିର୍ଲା ବିଜେପିର ୟୁଥ ୱିଙ୍ଗ ସହ ଜଡ଼ିତ ଥିବା ବେଳେ ୨୦୧୮ରେ ରାଜସ୍ଥାନ ବିଜେପିର ସଂପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ରାଜସ୍ଥାନର କୋଟାରୁ ଚଳିତଥରକୁ ମିଶାଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ କୋଟା ଦକ୍ଷିଣ ବିଧାନସଭା ଆସନରୁ ସେ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି।

ପୂର୍ବରୁ ବାଚସ୍ପତି ପଦବୀ ପାଇଁ ବରିଷ୍ଠ ନେତା ପିପି ଚୌଧୁରୀ, ଏସଏସ ଆଲୁୱାଲିଆ ଓ ଜୁଏଲ ଓରାମଙ୍କ ନାମ ଚର୍ଚ୍ଚା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story