ପ୍ରଥମ ଉଦ୍ୟମରେ UPSCରେ ବାଜିମାତ କଲେ ବାଚସ୍ପତି ବିର୍ଲାଙ୍କ ଝିଅ

ଜୟପୁର: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଘରେ ଖୁସିର ଉତ୍ସବ ଦେଖିବାକୁ ମିଳିଛି। କାରଣ ବାଚସ୍ପତିଙ୍କ ଝିଅ ଅଞ୍ଜଳୀ ବିର୍ଲା ପ୍ରଥମ ଉଦ୍ୟମରେ ହିଁ ୟୁପିଏସସି ପକ୍ଷରୁ ଆୟୋଜିତ ପ୍ରଶାସନିକ ସେବା ପରୀକ୍ଷା(ସିଏସ୍‌ଇ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। କୋଟାରେ ରହୁଥିବା ବିର୍ଲାଙ୍କ ସାନ ଝିଅଙ୍କ ସମେତ ୮୯ ଜଣ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ ହୋଇଛନ୍ତି। ଏହି ଖବର ମିଳିବା ପରେ କୋଟାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ସମସ୍ତେ ଅଞ୍ଜଳୀଙ୍କୁ ଶୁଭେଚ୍ଛା ଜଣାଇବା ସହ […]

t

t

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 04:02 PM IST

Sports

Latest News

ଜୟପୁର: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଘରେ ଖୁସିର ଉତ୍ସବ ଦେଖିବାକୁ ମିଳିଛି। କାରଣ ବାଚସ୍ପତିଙ୍କ ଝିଅ ଅଞ୍ଜଳୀ ବିର୍ଲା ପ୍ରଥମ ଉଦ୍ୟମରେ ହିଁ ୟୁପିଏସସି ପକ୍ଷରୁ ଆୟୋଜିତ ପ୍ରଶାସନିକ ସେବା ପରୀକ୍ଷା(ସିଏସ୍‌ଇ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। କୋଟାରେ ରହୁଥିବା ବିର୍ଲାଙ୍କ ସାନ ଝିଅଙ୍କ ସମେତ ୮୯ ଜଣ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ ହୋଇଛନ୍ତି।

ଏହି ଖବର ମିଳିବା ପରେ କୋଟାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ସମସ୍ତେ ଅଞ୍ଜଳୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଫୁଲ ମାଳ ପିନ୍ଧାଇଛନ୍ତି। ସେହିପରି ତାଙ୍କ ସଫଳତାକୁ ମିଠା ବାଣ୍ଟି ବନ୍ଧୁ ଓ ପରିବାରର ସଦସ୍ୟମାନେ ସ୍ୱାଗତ କରିଛନ୍ତି।

ଅଞ୍ଜଳି କହିଛନ୍ତି, ଆମ ଘରର ସବୁ ସଦସ୍ୟ ଲୋକ ଓ ସମାଜର ସେବା କରୁଛନ୍ତି। ମୋ ବାପା ଜଣେ ରାଜନେତା, ମା’ ଜଣେ ଡାକ୍ତର। ମୋ ବଡ଼ ଭଉଣୀ ସିଏ। ତେଣୁ ମୁଁ ସମାଜ ପାଇଁ କିଛି କରିବା ପାଇଁ ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲି। ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବେଳେ ମୋର ପୂରା ପରିବାର ମୋତେ ସହଯୋଗ କରିଥିଲେ।

ସାକ୍ଷାତକାରର ସମ୍ମୁଖୀନ ହେବା ପାଇଁ ମୋତେ ସେମାନେ ପ୍ରସ୍ତୁତ ମଧ୍ୟ କରିଥିଲେ। ଯଦି ମୋତେ ମହିଳା ସଶକ୍ତୀକରଣ ଉପରେ କାର୍ଯ୍ୟ କରିବାକୁ ପ୍ରଶାସନିକ ସ୍ତରରେ ସୁଯୋଗ ମିଳିବ, ତା’ହେଲେ ମୁଁ ବହୁତ ଖୁସି ହେବି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story