‘ହାଓଡି ମୋଦି’ ପାଇଁ ଟ୍ରମ୍ପଙ୍କୁ ମୋଦିଙ୍କ ଧନ୍ୟବାଦ

ନୂଆଦିଲ୍ଲୀ: ଚଳିତ ମାସ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିବେ। ଏହି ସମୟରେ ମୋଦି ୨୨ ତାରିଖରେ ହୋଷ୍ଟନରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକାବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମର ନାଁ ‘ହାଓଡି ମୋଦି’ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ ବୋଲି ଆଜି ନିଶ୍ଚିତ ହୋଇଛି। ଟ୍ରମ୍ପଙ୍କ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ପାଇଁ  ମୋଦି ତାଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ […]

w

w

Hemant Lenka
  • Published: Monday, 16 September 2019
  • Updated: 20 September 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମାସ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିବେ। ଏହି ସମୟରେ ମୋଦି ୨୨ ତାରିଖରେ ହୋଷ୍ଟନରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକାବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମର ନାଁ ‘ହାଓଡି ମୋଦି’ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ ବୋଲି ଆଜି ନିଶ୍ଚିତ ହୋଇଛି। ଟ୍ରମ୍ପଙ୍କ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ପାଇଁ  ମୋଦି ତାଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି।

ମୋଦି ଟ୍ୱିଟ କରି କହିଛନ୍ତି, “ହୋଷ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ସହମତି ପ୍ରକାଶ କରି ଟ୍ରମ୍ପ ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି। ଏଥିରୁ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ କେତେ ଶକ୍ତିଶାଳୀ ତାହା ପ୍ରମାଣିତ ହୋଇଛି। ଆମେରିକାର ସମାଜିକ ଓ ଅର୍ଥନୀତି ପ୍ରତି ଭାରତୀୟ ବଂଶୋଦ୍ଭବ ମାନଙ୍କର ଅବଦନାନ ମଧ୍ୟ ଏଥିରୁ ସ୍ପଷ୍ଟ ହେଉଛି। ୨୨ ତାରିଖରେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାରୁ ମୁଁ ଉତ୍ସାହିତ।”

ଏହାପୂର୍ବରୁ ଆସନ୍ତା ୨୨ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ ଯୋଗଦେବେ ବୋଲି ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story