ବଢ଼ିଲା ପେଟ୍ରୋଲ ଓ ଡିଜେଲ୍‌ ଦର

ନୂଆଦିଲ୍ଲୀ: ୨୦୧୯-୨୦ ସାଧାରଣ ବଜେଟ୍‌ରେ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ଓ ସେସ ୧ ଟଙ୍କା ଲେଖାଏ ବୃଦ୍ଧି ହେବା କଥା କହିବା ପରେ ଏହାର ପ୍ରଭାବ ତୈଳ ମାର୍କେଟ ଉପରେ ପଡ଼ିଛି। ଆସନ୍ତାକାଲି ସକାଳ ୬ଟାରୁ ପେଟ୍ରୋଲ ଲିଟର ପିଛା ୨.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୨.୩୦ ଟଙ୍କା ବୃଦ୍ଧି ପାଇବ। ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦.୫୧ ଓ ଡିଜେଲ୍‌ ୬୪.୩୩ ଟଙ୍କା ରହିଛି। […]

Untitled-1-Recovered

Untitled-1-Recovered

Hemant Lenka
  • Published: Friday, 05 July 2019
  • Updated: 05 July 2019, 06:11 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯-୨୦ ସାଧାରଣ ବଜେଟ୍‌ରେ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ଓ ସେସ ୧ ଟଙ୍କା ଲେଖାଏ ବୃଦ୍ଧି ହେବା କଥା କହିବା ପରେ ଏହାର ପ୍ରଭାବ ତୈଳ ମାର୍କେଟ ଉପରେ ପଡ଼ିଛି। ଆସନ୍ତାକାଲି ସକାଳ ୬ଟାରୁ ପେଟ୍ରୋଲ ଲିଟର ପିଛା ୨.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୨.୩୦ ଟଙ୍କା ବୃଦ୍ଧି ପାଇବ।

ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦.୫୧ ଓ ଡିଜେଲ୍‌ ୬୪.୩୩ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୭୬.୧୫ ଟଙ୍କା ଓ ଡିଜେଲ ଲିଟର ପିଛା ୬୭.୪୦ ଟଙ୍କା ଥିଲା। ଶନିବାର ସକାଳ ୬ଟାରୁ ଏହି ଦର ଯଥାକ୍ରମେ ୨.୫୦ ଓ ୨.୩୦ ଲେଖାଏ ବୃଦ୍ଧି ପାଇବ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ଶୁକ୍ରବାର ୬୮.୮୬ ଟଙ୍କା ଓ ଡିଜେଲ ୬୯.୪୧ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos