ଆଜମଗଡ଼ରେ ଅଖିଲେଶ ଆଗୁଆ, ୧ ଲକ୍ଷ ଭୋଟ୍‌ ପଛରେ ଉର୍ମିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ ଲୋକସଭା ଆସନରୁ ଚଳିତ ବର୍ଷ ପ୍ରଥମଥର ପାଇଁ ସପା ମୁଖ୍ୟ ଅଖିଲେଶ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଅଖିଲେଶ ଏହି ଆସନରେ ୫୨,୦୦୯ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି। ବିଜେପି ଏଠାରେ ଅଖିଲେଶଙ୍କ ବିରୋଧରେ ଦୀନେଶ ଲାଲ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଅଖିଲେଶଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି। ଅନ୍ୟପକ୍ଷରେ ବିଜେପି ନେତା ମାନେକା ଗାନ୍ଧି ବିଏସ୍‌ପି ପ୍ରାର୍ଥୀ ଚନ୍ଦ୍ରା ଭଦ୍ରା ସିଂହଙ୍କ ଠାରୁ […]

yuy

yuy

Hemant Lenka
  • Published: Thursday, 23 May 2019
  • Updated: 23 May 2019, 01:34 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ ଲୋକସଭା ଆସନରୁ ଚଳିତ ବର୍ଷ ପ୍ରଥମଥର ପାଇଁ ସପା ମୁଖ୍ୟ ଅଖିଲେଶ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଅଖିଲେଶ ଏହି ଆସନରେ ୫୨,୦୦୯ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି।

ବିଜେପି ଏଠାରେ ଅଖିଲେଶଙ୍କ ବିରୋଧରେ ଦୀନେଶ ଲାଲ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଅଖିଲେଶଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହାନ୍ତି।

ଅନ୍ୟପକ୍ଷରେ ବିଜେପି ନେତା ମାନେକା ଗାନ୍ଧି ବିଏସ୍‌ପି ପ୍ରାର୍ଥୀ ଚନ୍ଦ୍ରା ଭଦ୍ରା ସିଂହଙ୍କ ଠାରୁ ମାତ୍ର ୩୭୬ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି।  ବିହାରର ପାଟଳିପୁତ୍ର ଆସନରେ ବିଜେପିର ରାମକ୍ରିପାଲ ଯାଦବଙ୍କ ଠାରୁ ଆରଜେଡି ନେତ୍ରି ମିଶା ଭାରତୀ ୪ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ହାଇଦ୍ରାବାଦ ଆସନରେ ୮୫ ହଜାର ଭୋଟ୍‌ରେ ଲିଡ୍‌ କରୁଛନ୍ତି।

କଂଗ୍ରେସର ଉର୍ମିଲା ମାତୋଣ୍ଡକର ବିଜେପି ପ୍ରାର୍ଥୀ ଗୋପାଲ ସେଠୀଙ୍କ ଠାରୁ ୧.୦୩ ଲକ୍ଷ ଭୋଟ୍‌ରେ ପଛରେ ରହିଛନ୍ତି। ଗୋପାଲ ୨.୮୩ ଲକ୍ଷ ଭୋଟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story