ଶ୍ରୀଲଙ୍କାରେ ସୋଶାଲ୍‌ ମିଡିଆ ବ୍ୟାନ୍

କଲମ୍ବୋ: ଇଷ୍ଟର ରବିବାର ସିରିଜ୍‌ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କାରେ ସାଂପ୍ରଦାୟିକ ଉତ୍ତେଜନା ଓ ହିଂସା ବଢ଼ିବାରେ ଲାଗିଛି। ଦେଶରେ ବସବାସ କରୁଥିବା ମୁସଲିମ୍‌ ସଂପ୍ରଦାୟ ଏବଂ ସେମାନଙ୍କ ଧର୍ମପୀଠ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଅସ୍ଥାୟୀ ଭାବେ ଆଜି ଦେଶରେ ସୋଶାଲ୍‌ ମିଡିଆ ନେଟୱର୍କ ଏବଂ ମେସେଜିଂ ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଫେସ୍‌ବୁକ୍‌ରେ ଏବେ ଏକାଧିକ ଘୃଣା ଉଦ୍ରେକକାରୀ ମୁସଲିମ୍‌ ବିରୋଧୀ ମନ୍ତବ୍ୟ ମାନ ପ୍ରକାଶ […]

sa

sa

Hemant Lenka
  • Published: Monday, 13 May 2019
  • Updated: 13 May 2019, 03:32 PM IST

Sports

Latest News

କଲମ୍ବୋ: ଇଷ୍ଟର ରବିବାର ସିରିଜ୍‌ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କାରେ ସାଂପ୍ରଦାୟିକ ଉତ୍ତେଜନା ଓ ହିଂସା ବଢ଼ିବାରେ ଲାଗିଛି। ଦେଶରେ ବସବାସ କରୁଥିବା ମୁସଲିମ୍‌ ସଂପ୍ରଦାୟ ଏବଂ ସେମାନଙ୍କ ଧର୍ମପୀଠ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଅସ୍ଥାୟୀ ଭାବେ ଆଜି ଦେଶରେ ସୋଶାଲ୍‌ ମିଡିଆ ନେଟୱର୍କ ଏବଂ ମେସେଜିଂ ଆପ୍‌କୁ ବ୍ୟାନ୍‌ କରିଛନ୍ତି।

ଫେସ୍‌ବୁକ୍‌ରେ ଏବେ ଏକାଧିକ ଘୃଣା ଉଦ୍ରେକକାରୀ ମୁସଲିମ୍‌ ବିରୋଧୀ ମନ୍ତବ୍ୟ ମାନ ପ୍ରକାଶ ପାଇବାରେ ଲାଗିଛି। ଏହାକୁ କେନ୍ଦ୍ର କରି ରବିବାର ମୁସଲିମଙ୍କ ମାଲିକାନାରେ ଥିବା ଦୋକାନ ଓ ମସଜିଦ୍‌ ଉପରେ ଟେକା ପଥର ମାଡ଼ ହୋଇଥିଲା। ଏହାପରେ ଚିଲାୱ ସହରରେ ମଧ୍ୟ ଜଣେ ମୁସଲିମ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୩୮ ବର୍ଷୀୟ ଅବଦୁଲ ହମିଦ ମହମ୍ମଦ ହାସମାର ପ୍ରଥମେ ଫେସବୁକ୍‌ରେ ଏକ ମନ୍ତବ୍ୟ ଦେଇଥିଲେ। ସେ ଲେଖିଥିଲେ ଯେ ‘ଗୋଟିଏ ଦିନ ତୁମମାନେ କାନ୍ଦିବ।’ ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। ସୋଶାଲ୍‌ ମିଡିଆରେ ହେଉଥିବା ଅପପ୍ରଚାର ଉପରେ ରୋକ ଲଗାଇବା ପାଇଁ ଶ୍ରୀଲଙ୍କା ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story