କଶ୍ମୀର ପ୍ରସଙ୍ଗ: ପାକିସ୍ତାନକୁ ଲୋକହସା କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବିଶ୍ୱକୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଥିଲା, ତା’ ପୁଣିଥରେ ଧରା ପଡ଼ିଯାଇଛି। ଏଥର କଶ୍ମୀର ପ୍ରସଙ୍ଗରେ ଶ୍ରୀଲଙ୍କାର ନାଁ ନେଇ ପାକିସ୍ତାନ ଗୋଟି ଚାଳନା କରିଥିଲା। ହେଲେ ଶ୍ରୀଲଙ୍କା ସର୍ବସମ୍ମୁଖରେ ପାକିସ୍ତାନର ମୁଖା ଖୋଲି ଦେଇଛି। ଏଥିସହ ଶ୍ରୀଲଙ୍କା ସରକାର ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ବିରୋଧ କରିଥିବା ପାକିସ୍ତାନ ଘୋଷଣା କରିଥିଲା। ପାକିସ୍ତାନ ହାଇକମିଶନର […]

ws

ws

Hemant Lenka
  • Published: Friday, 23 August 2019
  • Updated: 23 August 2019, 04:48 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବିଶ୍ୱକୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଥିଲା, ତା’ ପୁଣିଥରେ ଧରା ପଡ଼ିଯାଇଛି। ଏଥର କଶ୍ମୀର ପ୍ରସଙ୍ଗରେ ଶ୍ରୀଲଙ୍କାର ନାଁ ନେଇ ପାକିସ୍ତାନ ଗୋଟି ଚାଳନା କରିଥିଲା। ହେଲେ ଶ୍ରୀଲଙ୍କା ସର୍ବସମ୍ମୁଖରେ ପାକିସ୍ତାନର ମୁଖା ଖୋଲି ଦେଇଛି। ଏଥିସହ ଶ୍ରୀଲଙ୍କା ସରକାର ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ବିରୋଧ କରିଥିବା ପାକିସ୍ତାନ ଘୋଷଣା କରିଥିଲା। ପାକିସ୍ତାନ ହାଇକମିଶନର ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସମୟରେ କୁଆଡ଼େ ସିରସେନା କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇ ପାକିସ୍ତାନ କହିଥିବା ମିଛର ପର୍ଦ୍ଦାଫାସ କରାଯାଇଛି।

ଏଥିରେ କୁହାଯାଇଛି ଯେ, ରାଷ୍ଟ୍ରପତି ସିରସେନା କେବେ ହେଲେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରିନାହାନ୍ତି। ପାକିସ୍ତାନ ହାଇକମିଶନରଙ୍କ ସହ ଆଲୋଚନା ବେଳେ କଶ୍ମୀର ପ୍ରସଙ୍ଗ ଉଠିଥିଲା।

ହେଲେ ଶ୍ରୀଲଙ୍କା ଏହି ପ୍ରସଙ୍ଗରେ ଭାରତର ପଦକ୍ଷେପକୁ ବିରୋଧ କରିନାହିଁ। ଉଭୟ ଭାରତ ଓ ପାକିସ୍ତାନ ସହ ଶ୍ରୀଲଙ୍କାର ଉତ୍ତମ ବୁଝାମଣା ରହିଛି। କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହାକୁ ଉଭୟ ଦେଶ ଆଲୋଚନା ଦ୍ୱାରା ସମାଧାନ କରିବା ଦରକାର। ଏଥିସହ ଜମ୍ମୁ-କଶ୍ମୀରରେ ଉଭୟ ଦେଶ ଶାନ୍ତି ବଜାୟ ରଖିବା ଉଚିତ ବୋଲି ଏଥିରେ କୁହାଯାଇଛି।

ଏହାପୂର୍ବରୁ ଜମ୍ମୁ-କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଶ୍ରୀଲଙ୍କା କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story