ଶ୍ରୀନଗରରେ କର୍ଫ୍ୟୁ ବଳବତ୍ତର, ଜନଜୀବନ ଅସ୍ତବ୍ୟସ୍ତ

ଶ୍ରୀନଗର: ଆଜି ଯାଏଁ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି।  ଲଗାତାର ୪୩ ଦିନ ହେବ କର୍ଫ୍ୟୁ ବଳବତ୍ତର ରହିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅନନ୍ତନାଗ ଓ ଶ୍ରୀନଗର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସ୍ଥାନୀୟ ପୋଲିସ୍ ସୂଚନା ଦେଇଛି। ତେବେ ଘାଟିର ଅନ୍ୟ ଅଞ୍ଚଳରେ କର୍ଫ୍ୟୁ ବନ୍ଦ ରହିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ସରକାରୀ କର୍ମଚାରୀମାନେ ନିଜ କର୍ମକ୍ଷେତ୍ରକୁ ଆସିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ପ୍ରଶାସନର ଏହି ନିର୍ଦ୍ଦେଶକୁ କର୍ମଚାରୀମାନେ […]

kashmir

kashmir

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 01:41 PM IST

Sports

Latest News

ଶ୍ରୀନଗର: ଆଜି ଯାଏଁ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି।  ଲଗାତାର ୪୩ ଦିନ ହେବ କର୍ଫ୍ୟୁ ବଳବତ୍ତର ରହିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅନନ୍ତନାଗ ଓ ଶ୍ରୀନଗର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସ୍ଥାନୀୟ ପୋଲିସ୍ ସୂଚନା ଦେଇଛି। ତେବେ ଘାଟିର ଅନ୍ୟ ଅଞ୍ଚଳରେ କର୍ଫ୍ୟୁ ବନ୍ଦ ରହିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

ସରକାରୀ କର୍ମଚାରୀମାନେ ନିଜ କର୍ମକ୍ଷେତ୍ରକୁ ଆସିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ପ୍ରଶାସନର ଏହି ନିର୍ଦ୍ଦେଶକୁ କର୍ମଚାରୀମାନେ ଅନ୍ୟାୟ ବୋଲି କହିଛନ୍ତି।

ପୁରୁଣା ଶ୍ରୀନଗରର ନୋହଟ୍ଟା ଅଞ୍ଚଳରେ ଥିବା ଜାମିଆ ମସଜିଦ୍‌ରେ ଗତକାଲି ଲଗାତାର ଷଷ୍ଠ ଦିନ ପାଇଁ ନମାଜ ପାଠ କରିବାକୁ  ଅନୁମତି ଦିଆଯାଇ ନ ଥିଲା।

ଜୁଲାଇ ୯ରୁ ଅଶାନ୍ତ ହୋଇପଡ଼ିଥିବା କାଶ୍ମୀରରେ ଆଜି ବି ଜୀବନଯାତ୍ରା ସ୍ୱାଭାବିକ ହୋଇପାରିନି। ଆତଙ୍କବାଦୀ ବୁରହାନି ୱନି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ଏଠାରେ ୬୩ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ହିଜବୁଲ୍ ମୁଜାହିଦ୍ଦିନ୍‌ର କମାଣ୍ଡର ବୁରହାନି ୱନି ଜୁଲାଇ ୮ରେ ଏକ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story