ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗ: କେସିଆର୍‌ଙ୍କୁ ଷ୍ଟାଲିନ୍‌ଙ୍କ ଓଲଟା ପ୍ରସ୍ତାବ

ଚେନ୍ନାଇ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଜି ତାମିଲନାଡୁର ବିରୋଧୀ ଦଳ ନେତା ତଥା ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍‌ଙ୍କୁ ଭେଟିଛନ୍ତି। କେସିଆର ଅଣ କଂଗ୍ରେସ ଓ ଅଣ ବିଜେପି ଦଳକୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଚାହୁଁଥିବା ବେଳେ ଷ୍ଟାଲିନ୍‌ କିନ୍ତୁ ତାଙ୍କୁ ଓଲଟା ପ୍ରସ୍ତାବ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। କଂଗ୍ରେସକୁ ଆରମ୍ଭରୁ ବିରୋଧ କରୁଥିବା କେସିଆରଙ୍କୁ ଷ୍ଟାଲିନ୍‌ ୟୁପିଏ ମେଣ୍ଟରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଏହାକୁ ନେଇ ଏବେ […]

sw

sw

Hemant Lenka
  • Published: Monday, 13 May 2019
  • Updated: 13 May 2019, 08:00 PM IST

ଚେନ୍ନାଇ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଜି ତାମିଲନାଡୁର ବିରୋଧୀ ଦଳ ନେତା ତଥା ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍‌ଙ୍କୁ ଭେଟିଛନ୍ତି। କେସିଆର ଅଣ କଂଗ୍ରେସ ଓ ଅଣ ବିଜେପି ଦଳକୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଚାହୁଁଥିବା ବେଳେ ଷ୍ଟାଲିନ୍‌ କିନ୍ତୁ ତାଙ୍କୁ ଓଲଟା ପ୍ରସ୍ତାବ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। କଂଗ୍ରେସକୁ ଆରମ୍ଭରୁ ବିରୋଧ କରୁଥିବା କେସିଆରଙ୍କୁ ଷ୍ଟାଲିନ୍‌ ୟୁପିଏ ମେଣ୍ଟରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଏହାକୁ ନେଇ ଏବେ ତୃତୀୟ ସାମ୍ମୁଖ୍ୟ ଗଠନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ କେସିଆରଙ୍କ ଦଳ ଟିଆରଏସ୍‌ ବିରୋଧରେ ଲଢ଼ୁଥିଲା। ତେଣୁ କେସିଆର ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏରେ ସାମିଲ ହେବା ଏକ ପ୍ରକାରର ଅସମ୍ଭବ।

ଆଜି ଚେନ୍ନାଇ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ କେସିଆର ଆସି ପହଞ୍ଚିବା ପରେ ଷ୍ଟାଲିନ୍‌ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ଉଭୟ ନେତା ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ଏହାପୂର୍ବରୁ କେସିଆର ଓ ଷ୍ଟାଲିନ୍‌ ୨୦୧୮ ଏପ୍ରିଲ ୨୯ରେ ପରସ୍ପରକୁ ଭେଟିଥିଲେ। ଏପରି କି ଏହି ଭେଟ ସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜର ମତ ରଖିଥିଲେ। କିନ୍ତୁ ଏଥର ଉଭୟ ନେତା ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଷ୍ଟାଲିନ୍‌ଙ୍କୁ ଆଜି କେସିଆର ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ସହ ମିଶି ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏଥିରେ କଂଗ୍ରେସ କିମ୍ବା ବିଜେପି ରହିବେ ନାହିଁ। କିନ୍ତୁ ଷ୍ଟାଲିନ୍‌ଙ୍କ ଡିଏମକେ ତାମିଲନାଡୁରେ କଂଗ୍ରେସ ସହ ମିଶି ସାଧାରଣ ନିର୍ବାଚନ ଲଢ଼ୁଛି। ଆଜିର ଭେଟଘାଟ ବେଳେ ଷ୍ଟାଲିନ୍‌ କେସିଆରଙ୍କୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଆସନ୍ତା ୨୧ ତାରିଖରେ ସମସ୍ତ ବିରୋଧୀ ଦଳଙ୍କ ସହ କଂଗ୍ରେସ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଯୋଗଦେବାକୁ ଷ୍ଟାଲିନ୍‌ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିମନ୍ତ୍ରଣ କରିଛନ୍ତି। ହେଲେ କେସିଆର ଏଥିରେ ଯୋଗଦେବେ କି ନାହିଁ ଜଣାପଡ଼ିନାହିଁ। ଏହାପୂର୍ବରୁ କେସିଆର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ଓ ଜେଡିଏସ୍‌ ମୁଖ୍ୟ ଏଚ୍‌ଡି ଦେବଗୌଡ଼ାଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story