ଫେବୃଆରୀ ପ୍ରଥମ ସପ୍ତାହରୁ କରୋନାର ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ

ନୂଆଦିଲ୍ଲୀ: ମହାମାରୀ କରୋନା ସହ ସମ୍ମୁଖ ଭାଗରେ ରହି ଲଢ଼େଇ କରୁଥିବା ଯୋଦ୍ଧାଙ୍କର ଟିକାକରଣ ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ କରିବାକୁ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନାର ରକ୍ଷାକବଚ କୁହାଯାଉଥିବା ଟିକା ଦିଆଯାଉଛି। ସମାନ୍ତରଳ ଭାବେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଆଜି କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀ ଚିଠି ଲେଖି କହିଛନ୍ତି […]

cr

cr

Hemant Lenka
  • Published: Friday, 29 January 2021
  • Updated: 29 January 2021, 08:55 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସହ ସମ୍ମୁଖ ଭାଗରେ ରହି ଲଢ଼େଇ କରୁଥିବା ଯୋଦ୍ଧାଙ୍କର ଟିକାକରଣ ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ କରିବାକୁ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନାର ରକ୍ଷାକବଚ କୁହାଯାଉଥିବା ଟିକା ଦିଆଯାଉଛି। ସମାନ୍ତରଳ ଭାବେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଆଜି କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀ ଚିଠି ଲେଖି କହିଛନ୍ତି ଯେ ବିଭିନ୍ନ ମନ୍ତ୍ରଣାଳୟ ସହାୟତାରେ ସମ୍ମୁଖ ଯୋଦ୍ଧାଙ୍କ ଅପଡେଟ୍‌ ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି। ଆଜି ସୁଦ୍ଧା କୋ ୱିନ୍‌ ଆପ୍‌ରେ ୬୧ ଲକ୍ଷରୁ ଅଧିକ ସମ୍ମୁଖ ଯୋଦ୍ଧାଙ୍କ ତଥ୍ୟ ଟିକାକରଣ ପାଇଁ ପ୍ରସ୍ତୁତ କରି ରଖାଯାଇଛି।

ଏବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୁହାଯାଉଛି ଯେ ସେମାନେ ସମାନ୍ତରଳ ଭାବେ ସମ୍ମୁଖ ଯୋଦ୍ଧାଙ୍କ ସହ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କାର୍ଯ୍ୟକ୍ରମ ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ କରନ୍ତୁ। ଜାନୁଆରୀ ୧୬ରୁ ଭାରତରେ କରୋନା ବିରୋଧୀ ଟିକାକରଣ ଆରମ୍ଭ କରାଯାଇଛି।

ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଲୋକଙ୍କୁ ଟିକା ଦିଆଉଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଭାରତରେ ମୋଟ ୨୯,୨୮,୦୫୩ ଜଣ ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଉଛି। ପ୍ରଥମ ଡୋଜ୍‌ର ୨୮ ଦିନ ପରେ ପୁଣି ସେମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ।

ଜାନୁଆରୀ ୩ରେ ଭାରତ ସରକାର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story