ଆଜି ବି ଏଲ୍‌ଟିଟିଇକୁ ଭୟ କରୁଛି ଶ୍ରୀଲଙ୍କା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଆଜି ୨୭ତମ ଶ୍ରାଦ୍ଧବାର୍ଷିକୀ। ଏଲ୍‌ଟିଟିଇ (ଲିବରେସନ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌) ଉଗ୍ରବାଦୀମାନେ ୧୯୯୧ ମେ’ ୨୧ ତାରିଖରେ ତାଙ୍କୁ ହତ୍ୟା କରିଥିଲେ। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଶ୍ରୀଲଙ୍କାକୁ ଶାନ୍ତି ସେନା ପଠାଇବାରୁ ବିଗିଡିଯାଇ ତାଲିମ୍‌ ବିଦ୍ରୋହୀ ସଙ୍ଗଠନ ଏଲ୍‌ଟିଟିଇ ତାମିଲନାଡୁର ଶ୍ରୀପେରୁମ୍‌ବୁଦୁରରେ ତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରି ହତ୍ୟା କରିଥିଲା। ଏହା ମଧ୍ୟରେ ଏଲ୍‌ଟିଟିଇର ଅନ୍ତ ଘଟିଛି। ହେଲେ ଆଜି ବି ଏହି ଉଗ୍ରବାଦୀ […]

ltte

ltte

Rakesh Mallick
  • Published: Monday, 21 May 2018
  • Updated: 21 May 2018, 07:19 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଆଜି ୨୭ତମ ଶ୍ରାଦ୍ଧବାର୍ଷିକୀ। ଏଲ୍‌ଟିଟିଇ (ଲିବରେସନ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌) ଉଗ୍ରବାଦୀମାନେ ୧୯୯୧ ମେ’ ୨୧ ତାରିଖରେ ତାଙ୍କୁ ହତ୍ୟା କରିଥିଲେ। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଶ୍ରୀଲଙ୍କାକୁ ଶାନ୍ତି ସେନା ପଠାଇବାରୁ ବିଗିଡିଯାଇ ତାଲିମ୍‌ ବିଦ୍ରୋହୀ ସଙ୍ଗଠନ ଏଲ୍‌ଟିଟିଇ ତାମିଲନାଡୁର ଶ୍ରୀପେରୁମ୍‌ବୁଦୁରରେ ତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରି ହତ୍ୟା କରିଥିଲା। ଏହା ମଧ୍ୟରେ ଏଲ୍‌ଟିଟିଇର ଅନ୍ତ ଘଟିଛି। ହେଲେ ଆଜି ବି ଏହି ଉଗ୍ରବାଦୀ ସଂଗଠନକୁ ନେଇ ଭୟ ଓ ଆଶଙ୍କାରେ ରହିଛନ୍ତି ଶ୍ରୀଲଙ୍କା ସରକାର।

ଏବେ ବି ଜୀବିତ ଅଛି ଏଲ୍‌ଟିଟିଇ ଚିନ୍ତାଧାରା, କାମ କରୁଛନ୍ତି ଏଜେଣ୍ଟ

ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲା ସିରିୟେସେନା, ଏଲ୍‌ଟିଟିଇର ବିଚାର ଧାରା ଶେଷ କରିବା ପାଇଁ ଲୋକମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଗତ ତିନି ଦଶକ ଧରି ଚାଲିଥିବା ଗୃହଯୁଦ୍ଧ ଶେଷ ହେବାର ୯ବର୍ଷ ବିତିଯାଇଛି। ହେଲେ ଆଜି ବି ଏଲ୍‌ଟିଟିଇର ଏଜେଣ୍ଟ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ ପାଇଁ କାମ କରୁଛନ୍ତି।”

ଗୃହଯୁଦ୍ଧ ଶେଷ ହେବାର ୯ ବର୍ଷ ପୂର୍ତ୍ତି ଅବସରରେ ସିରିୟାସେନା କଲୋମ୍ବରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, “ସୈନ୍ୟବଳରେ ଏଲ୍‌ଟିଟିଇକୁ ପରାସ୍ତ କରାଯାଇଛି। ହେଲେ ଏବେ ବି ଏହି ଉଗ୍ରବାଦୀ ସଂଗଠନର ବିଚାରଧାରା ଓ ଏଜେଣ୍ଟ ସକ୍ରିୟ ଅଛନ୍ତି। ଏଲ୍‌ଟିଟିଇର ଆନ୍ତରାଷ୍ଟ୍ରୀୟ ନେଟୱର୍କରେ ପ୍ରବାସୀ ଶ୍ରୀଲଙ୍କାଇ ନାଗରିକମାନଙ୍କ ମଧ୍ୟରୁ ଏଜେଣ୍ଟ ଅଛନ୍ତି। ଏମାନେ ଆଜି ବି ସ୍ୱତନ୍ତ୍ର ରାଷ୍ଟର ଚିନ୍ତାଧାରାରେ କାମ କରୁଛନ୍ତି।”

ମୁଲାଇତୁ ଜିଲ୍ଲାରେ ମୁଲ୍ଲାୟାକ୍କାଲରେ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ୫,୦୦୦ ଲୋକ ଯୋଗ ଦେଇଥିଲେ। ସେଠାରେ ଶ୍ରୀଲଙ୍କା ସୈନିକ ଏବଂ ଏଲ୍‌ଟିଟିଇ ମଧ୍ୟରେ ଅନ୍ତିମ ଯୁଦ୍ଧ ହୋଇଥିଲା।

ଉତ୍ତରୀ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ସି.ବି. ବିଗ୍ନେଶ୍ୱରନ କହିଛନ୍ତି, “ଆଗାମୀ ବର୍ଷ ଗୁଡିକରେ ୧୮ ମେ’ ଦିନକୁ ତାଲିମ ନରସଂହାର ଦିବସ ଭାବେ ଜଣାଯିବ।”

ସୂଚନାଯୋଗ୍ୟ ଯେ,, ୧୮ ମେ’ ୨୦୦୯ରେ ଶ୍ରୀଲଙ୍କା ସେନା ଏଲ୍‌ଟିଟିଇର ମୁଖ୍ୟ ବି. ପ୍ରଭାକରଣଙ୍କୁ ହତ୍ୟା କରିଥିଲେ। ଏହାସହ ୩୭ ବର୍ଷ ଧରି ଚାଲିଆସିଥିବା ସଂଘର୍ଷର ସମାପ୍ତି ଘଟିଥିଲା। ଯେଉଁଥିରେ ପାଖାପାଖି ୧,୦୦,୦୦୦ଲୋକଙ୍କର ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story