ସର୍ବଦଳୀୟ ବୈଠକରେ ମୋଦିଙ୍କ ବଡ଼ ବୟାନ: କୃଷି ଆଇନ ଦେଢ଼ ବର୍ଷ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ବୈଠକର କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସରକାର କୃଷି ଆଇନକୁ ୧୮ ମାସ ଯାଏ ସ୍ଥଗିତ ରଖିବାକୁ ଚାଷୀମାନଙ୍କୁ ଯେଉଁ ପ୍ରସ୍ତାବ ଦେଇଥିଲା, ସେଥିରେ ଏବେ ବି କାଏମ ରହିଛନ୍ତି। କୃଷି ଆଇନକୁ ନେଇ ଚାଷୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ସରକାର ଓ ଚାଷୀଙ୍କ ମଧ୍ୟରେ […]

v

v

Hemant Lenka
  • Published: Saturday, 30 January 2021
  • Updated: 30 January 2021, 03:35 PM IST

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ବୈଠକର କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସରକାର କୃଷି ଆଇନକୁ ୧୮ ମାସ ଯାଏ ସ୍ଥଗିତ ରଖିବାକୁ ଚାଷୀମାନଙ୍କୁ ଯେଉଁ ପ୍ରସ୍ତାବ ଦେଇଥିଲା, ସେଥିରେ ଏବେ ବି କାଏମ ରହିଛନ୍ତି।

କୃଷି ଆଇନକୁ ନେଇ ଚାଷୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ସରକାର ଓ ଚାଷୀଙ୍କ ମଧ୍ୟରେ ୧୧ଥର ସମାଧାନର ବାଟ ବାହାର କରିବାକୁ ବୈଠକ ହୋଇଥିଲେ ହେଁ ନିଷ୍କର୍ସ ବାହାରିପାରିନାହିଁ। ତେବେ ୧୦ମ ରାଉଣ୍ଡ ବୈଠକ ବେଳେ ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି ଧରିବାରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହାକୁ ୧୮ ମାସ ଯାଏ ସ୍ଥଗିତ ରଖିବାକୁ ସରକାର ରାଜି ଥିବା ପ୍ରସ୍ତାବ ଦେଇଥିଲେ।

କିନ୍ତୁ ୧୧ତମ ବୈଠକରେ ଚାଷୀମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଜାନୁଆରୀ ୨୬ରେ ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ସ୍ଥିତିକୁ ଦେଖି ସରକାର ନିଜର ସ୍ଥଗିତ ପ୍ରସ୍ତାବକୁ ମଧ୍ୟ କାର୍ଯ୍ୟକାରୀ କରିବେ ନାହିଁ ବୋଲି କୁହାଯାଉଥିଲା।

ହେଲେ ଆଜି ସର୍ବଦଳୀୟ ବୈଠକରେ ମୋଦି ସରକାର ଦେଇଥିବା ପ୍ରସ୍ତାବ ଏବେ ବି ଚାଷୀଙ୍କ କୋଟରେ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, ଭାରତ ସରକାର ସଂପୂର୍ଣ୍ଣ ଖୋଲା ମସ୍ତିଷ୍କରେ ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଜୁନ୍‌ ୨୨ରେ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ, ଏବେ ବି ସେଥିରେ କାଏମ ରହିଛନ୍ତି।

ଦୟାକରି ଆପଣଙ୍କ ସମର୍ଥକମାନଙ୍କୁ ଏହା କହି ଦିଅନ୍ତୁ। ସମାଧାନ କେବଳ କଥାବାର୍ତ୍ତା ଦ୍ୱାରା ସମ୍ଭବ। ଆମେ ସମସ୍ତେ ଦେଶ ବିଷୟରେ ଚିନ୍ତା କରିବା ଉଚିତ। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କୁ ଯେଉଁ କଥା କହିଥିଲେ ମୁଁ ମଧ୍ୟ ସମାନ କଥା କହୁଛି। ସେ ମୋତେ କହିଛନ୍ତି ଯେ ଆମେ ମାନେ କୌଣସି ନିଷ୍କର୍ସରେ ପହଞ୍ଚି ନାହୁଁ।

କିନ୍ତୁ ଚାଷୀମାନଙ୍କୁ ସମାଧାନ ପାଇଁ ପ୍ରସ୍ତାବ ଦେଇଛୁ। ସେ ମାତ୍ର ଗୋଟିଏ ଫୋନ୍‌ କଲ ଠାରୁ ଦୂରରେ ରହିଛନ୍ତି ବୋଲି ମୋତେ କହିଛନ୍ତି। ଆମେ ଆଲୋଚନା ଦ୍ୱାରା ଚାଷୀଙ୍କ ସବୁ ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ ବୋଲି ମୋଦି ସର୍ବଦଳୀୟ ବୈଠକରେ ଦୋହରାଇଛନ୍ତି।

ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ବିନାୟକ ରାଉତ ଓ ଅକାଳୀ ଦଳର ବଲୱିନ୍ଦର ସିଂହ ଭୁନ୍ଦେର ବିସ୍ତୃତ ଭାବେ ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story