ରମଜାନ ମାସରେ ଲାଗୁ ହେବ ସିଜ୍‌ ଫାୟାର, ସୂଚନା ଦେଲେ ରାଜନାଥ

ନୂଆଦିଲ୍ଲୀ: ରମଜାନ ମାସରେ ଜାମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ହେବ ନାହିଁ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।  ଜାମ୍ମୁ କାଶ୍ମୀରରେ ରହୁଥିବା ମୁସଲମାନ ଭାଇଭଉଣୀ ମାନେ ବିନା କୌଣସି ପ୍ରତିବନ୍ଧକରେ ରମଜାନ ପାଳନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‌ କରିଛନ୍ତି ।  କିନ୍ତୁ ଯଦି ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କିମ୍ବା ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ହୁଏ ତେବେ ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ ନେବେ। ପୂର୍ବରୁ ସର୍ବଦଳୀୟ […]

j-777

j-777

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 06:54 PM IST

Sports

Latest News

ନୂଆଦିଲ୍ଲୀ: ରମଜାନ ମାସରେ ଜାମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ହେବ ନାହିଁ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।  ଜାମ୍ମୁ କାଶ୍ମୀରରେ ରହୁଥିବା ମୁସଲମାନ ଭାଇଭଉଣୀ ମାନେ ବିନା କୌଣସି ପ୍ରତିବନ୍ଧକରେ ରମଜାନ ପାଳନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‌ କରିଛନ୍ତି ।  କିନ୍ତୁ ଯଦି ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କିମ୍ବା ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ହୁଏ ତେବେ ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ ନେବେ। ପୂର୍ବରୁ ସର୍ବଦଳୀୟ ବୈଠକରେ ରମଜାନ ମାସରେ ଅସ୍ତ୍ରବିରତି ବା ସିଜ୍‌ ଫାୟାର ଲାଗୁ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି।  କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାଅର୍ଯ୍ୟକଳାପ ବୃଦ୍ଧି ପାଉଛି।  ସର୍ଚ୍ଚ ଅପରେସସନ ବେଳେ ଆତଙ୍କବାଦୀଙ୍କୁ ସମର୍ଥନ କରି ସ୍ଥାନୀୟ ଲୋକମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକାପଥର ମାଡ କରୁଥିବାରୁ ଏହା ସରକାରଙ୍କ ପାଇଁ ନୂଆ ଚ୍ୟାଲେଂଜ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story