ବସ୍‌ ଡେ’ ସେଲିବ୍ରେସନ୍‌ ହେଲା କାଳ, ବସ୍‌ ଛାତରୁ ଖସିପଡ଼ିଲେ ଛାତ୍ର, ଦେଖନ୍ତୁ ଭିଡିଓ

ଚେନ୍ନାଇ: ଏଠାରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଏକ ସିଟି ବସ୍‌ କେତେକ କଲେଜ ଛାତ୍ର ବସି ଓ ଛିଡ଼ା ହୋଇ ମଉଜ କରୁଥିବା ବେଳେ ତଳକୁ ଖସି ପଡ଼ିଛନ୍ତି। ଏହି ଛାତ୍ରମାନେ ବସ୍‌ ଡେ’ ସେଲିବ୍ରେସନ୍ ପାଇଁ ଗୋଟିଏ ବସ୍‌ର ଛାତ ଉପରେ ବସି ଏପରି ମଉଜ କରୁଥିଲେ। ହେଲେ ବସ୍‌ ଡ୍ରାଇଭର ଜଣଙ୍କ ଏକ ବାଇକ୍‌ ସହ ଧକ୍କା ହେବା ପୂର୍ବରୁ ହଠାତ୍‌ ବ୍ରେକ ମାରିଦେଇଥିଲେ। ଫଳରେ ଛାତ୍ରମାନେ ଏକକାଳୀନ ବସ […]

Untitled-1

Untitled-1

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 05:22 PM IST

Sports

Latest News

ଚେନ୍ନାଇ: ଏଠାରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଏକ ସିଟି ବସ୍‌ କେତେକ କଲେଜ ଛାତ୍ର ବସି ଓ ଛିଡ଼ା ହୋଇ ମଉଜ କରୁଥିବା ବେଳେ ତଳକୁ ଖସି ପଡ଼ିଛନ୍ତି। ଏହି ଛାତ୍ରମାନେ ବସ୍‌ ଡେ’ ସେଲିବ୍ରେସନ୍ ପାଇଁ ଗୋଟିଏ ବସ୍‌ର ଛାତ ଉପରେ ବସି ଏପରି ମଉଜ କରୁଥିଲେ। ହେଲେ ବସ୍‌ ଡ୍ରାଇଭର ଜଣଙ୍କ ଏକ ବାଇକ୍‌ ସହ ଧକ୍କା ହେବା ପୂର୍ବରୁ ହଠାତ୍‌ ବ୍ରେକ ମାରିଦେଇଥିଲେ। ଫଳରେ ଛାତ୍ରମାନେ ଏକକାଳୀନ ବସ ଛାତରୁ ତଳକୁ ଖସି ପଡ଼ିଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚେନ୍ନାଇରେ ଥିବା ପାଚାଇପ୍ପା କଲେଜ୍‌ର ଛାତ୍ରମାନେ ବସ୍‌ ଉପରକୁ ଚଢ଼ି 'ବସ୍‌ ଡେ’ ସେଲେବ୍ରେସନ କରୁଥିଲେ। ଏକ ନିର୍ଦ୍ଦିଷ୍ଟ କଲେଜ୍‌ ରୁଟ୍‌ରେ ଦୈନିକ ସେବା ଯୋଗାଉଥିବା ବସ୍‌ର ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ଧନ୍ୟବାଦ ଦେବା ପାଇଁ କଲେଜ୍‌ ଛାତ୍ରମାନେ ଏଭଳି 'ବସ୍‌ ଡେ’ ପାଳନ କରିଥାଆନ୍ତି।

ପୂର୍ବରୁ ମଧ୍ୟ ଏଭଳି ସେଲେବ୍ରେସନକୁ ମାଡ୍ରାସ ହାଇକୋର୍ଟ ବିରୋଧ କରିଥିଲେ। ପୁଲିସ୍‌ ମଧ୍ୟ ଏହାକୁ ପାଳନ ନ କରିବାକୁ ସତର୍କ କରାଇଥିଲା। କାରଣ ଉତ୍ସବ ବେଳେ ବସ୍‌ଗୁଡ଼ିକ ଧୀରେଧୀରେ ଚାଲିଥାଏ। ଏଥିପାଇଁ ସାଧାରଣ ଲୋକମାନେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହାସତ୍ତ୍ୱେ ପୁଣିଥରେ ଏଭଳି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ଏକାଧିକ ଛାତ୍ରଙ୍କୁ ଅଟକ ରଖିଛି।

ଦେଖନ୍ତୁ ଭିଡିଓ
https://twitter.com/i/status/1140857505704218631

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story