ସୁଧୁରୁନି କାଶ୍ମୀର ସ୍ଥିତି, ୪୯ ଦିନରେ କର୍ଫ୍ୟୁ

ଶ୍ରୀନଗର: ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଇଦିନିଆ ଶ୍ରୀନଗର ଗସ୍ତ ପରେ ମଧ୍ୟ ଅଶାନ୍ତ କାଶ୍ମୀରର ସ୍ଥିତିରେ କିଛି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁନାହିଁ। ଅଶାନ୍ତ ବାତାବରଣ ଯୋଗୁଁ ଘାଟିରେ ଲାଗିଥିବା କର୍ଫ୍ୟୁ ୪୯ ଦିନରେ ପହଞ୍ଚିଛି। ଫଳରେ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି। ଅନନ୍ତନାଗ, ପୁଲୱାମା, ବଡଗାମା, ଶୋପିୟା ଓ କାଶ୍ମୀରରେ କର୍ଫ୍ୟୁ ଜାରି ରହିବ ବୋଲି ପୋଲିସ୍ କହିଛି। ବିଚ୍ଛିନ୍ନତାବାଦୀ ନେତାମାନେ ଶୁକ୍ରବାର ରାଲି କରିବାକୁ ଆହ୍ୱାନ ଦେଇଛନ୍ତି। ପୋଲିସ୍‌ ଓ ସୁରକ୍ଷାକର୍ମୀ ପରିସ୍ଥିତି ଉପରେ […]

kashmir

kashmir

Rakesh Mallick
  • Published: Friday, 26 August 2016
  • Updated: 26 August 2016, 07:33 PM IST

Sports

Latest News

ଶ୍ରୀନଗର: ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଇଦିନିଆ ଶ୍ରୀନଗର ଗସ୍ତ ପରେ ମଧ୍ୟ ଅଶାନ୍ତ କାଶ୍ମୀରର ସ୍ଥିତିରେ କିଛି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁନାହିଁ। ଅଶାନ୍ତ ବାତାବରଣ ଯୋଗୁଁ ଘାଟିରେ ଲାଗିଥିବା କର୍ଫ୍ୟୁ ୪୯ ଦିନରେ ପହଞ୍ଚିଛି। ଫଳରେ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି।

ଅନନ୍ତନାଗ, ପୁଲୱାମା, ବଡଗାମା, ଶୋପିୟା ଓ କାଶ୍ମୀରରେ କର୍ଫ୍ୟୁ ଜାରି ରହିବ ବୋଲି ପୋଲିସ୍ କହିଛି। ବିଚ୍ଛିନ୍ନତାବାଦୀ ନେତାମାନେ ଶୁକ୍ରବାର ରାଲି କରିବାକୁ ଆହ୍ୱାନ ଦେଇଛନ୍ତି।

ପୋଲିସ୍‌ ଓ ସୁରକ୍ଷାକର୍ମୀ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପୋଲିସ୍‌ ସେୟଦ୍‌ ଅଲ୍ଲୀ ଶାହା ଗିଲାନୀ, ମୀରୱାଇଜ୍‌ ଅମର ଫାରୁକ୍‌ ଓ ୟାସିନ୍‌ ମଲ୍ଲିକ୍‌ ସମେତ ବହୁ ବରିଷ୍ଠ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଅଟକ ରଖିବା ପରେ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story