ସମୁଦ୍ର କୂଳରୁ ମିଳିଲା ଏଲିୟନ ଭଳି ଜୀବ, ଲୋକେ ଦେଖି ଜଳକା

ମେଲବର୍ଣ: ଅଷ୍ଟ୍ରେଲିଆର ସମୁଦ୍ର କୂଳରୁ ଗୋଟିଏ ବରିଳ ଓ ବିରାଟ ଜୀବନ ଦେଖିବାକୁ ମିଳିଛି। ଏହାକୁ ଦେଖି ସେଠାକାର ଲୋକେ ହତବାକ ହୋଇଯାଇଛନ୍ତି। କାରଣ ଏହି ଜୀବଟି ପ୍ରାୟତ ଏଲିୟନ ଭଳି ଦେଖାଯାଉଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶର କେଣ୍ଟ ନଦୀର ମୁହାଣରୁ ଏହାକୁ ଠାବ କରାଯାଇଛି। ଏଲିୟନ ଭଳି ଦେଖାଯାଉଥିବା ଏହି ଜୀବର ନାଁ Ocean Sunfish। ଏହି ସନ୍‌ଫିଶକୁ କ୍ୟାଥ ରାମଟନ ଓ ତାଙ୍କ ସ୍ୱାମୀ ଟମ ଠାବ କରିଛନ୍ତି। ପଶୁ ଡାକ୍ତର ଭାବେ ଉଭୟ […]

dy

dy

Hemant Lenka
  • Published: Friday, 31 July 2020
  • Updated: 31 July 2020, 03:06 PM IST

Sports

Latest News

ମେଲବର୍ଣ: ଅଷ୍ଟ୍ରେଲିଆର ସମୁଦ୍ର କୂଳରୁ ଗୋଟିଏ ବରିଳ ଓ ବିରାଟ ଜୀବନ ଦେଖିବାକୁ ମିଳିଛି। ଏହାକୁ ଦେଖି ସେଠାକାର ଲୋକେ ହତବାକ ହୋଇଯାଇଛନ୍ତି। କାରଣ ଏହି ଜୀବଟି ପ୍ରାୟତ ଏଲିୟନ ଭଳି ଦେଖାଯାଉଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶର କେଣ୍ଟ ନଦୀର ମୁହାଣରୁ ଏହାକୁ ଠାବ କରାଯାଇଛି।

ଏଲିୟନ ଭଳି ଦେଖାଯାଉଥିବା ଏହି ଜୀବର ନାଁ Ocean Sunfish। ଏହି ସନ୍‌ଫିଶକୁ କ୍ୟାଥ ରାମଟନ ଓ ତାଙ୍କ ସ୍ୱାମୀ ଟମ ଠାବ କରିଛନ୍ତି। ପଶୁ ଡାକ୍ତର ଭାବେ ଉଭୟ କାର୍ଯ୍ୟ କରନ୍ତି। ସେମାନେ ସମୁଦ୍ର କୂଳରେ ଛୁଟି କଟାଉ ଥିବା ବେଳେ ଏହାକୁ ଚିହ୍ନଟ କରିଛନ୍ତି। ଏଭଳି ଜୀବନକୁ ସେମାନେ କେବେ ହେଲେ ପୂର୍ବରୁ ଦେଖି ନଥିବା କହିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସନଫିଶର ଲମ୍ବ ୨ ମିଟର ଓ ଏହାର ଉଚ୍ଚତା ମଧ୍ୟ ୨ ମିଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos