ମସଜିଦ ସହ ହସ୍ପିଟାଲ ଓ ଲାଇବ୍ରେରୀ ନିର୍ମାଣ କରିବ ସୁନ୍ନି ବୋର୍ଡ

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମସଜିଦ ନିର୍ମାଣ ପାଇଁ ସରକାର ଦେଇଥିବା ୫ ଏକର ଜମିରେ ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏକାଧିକ ପ୍ରକଳ୍ପ କରିବ। ୫ ଏକର ଜମିରେ ମସଜିଦ ନିର୍ମାଣ ସହ ବୋର୍ଡ ଇଣ୍ଡୋ-ଇସଲାମିକ ରିସର୍ଚ୍ଚ ସେଣ୍ଟର, ଗୋଟିଏ ହସ୍ପିଟାଲ ଓ ଲାଇବ୍ରେରୀ ନିର୍ମାଣ କରିବ। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, “ଉତ୍ତର ପ୍ରଦେଶ ସରକାର ଆମକୁ ଦେଇଥିବା ୫ ଏକର ଜମି ବୋର୍ଡ ଗ୍ରହଣ କରିବ ବୋଲି ଆଜିର […]

i

i

Hemant Lenka
  • Published: Monday, 24 February 2020
  • Updated: 24 February 2020, 06:28 PM IST

Sports

Latest News

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମସଜିଦ ନିର୍ମାଣ ପାଇଁ ସରକାର ଦେଇଥିବା ୫ ଏକର ଜମିରେ ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏକାଧିକ ପ୍ରକଳ୍ପ କରିବ।

୫ ଏକର ଜମିରେ ମସଜିଦ ନିର୍ମାଣ ସହ ବୋର୍ଡ ଇଣ୍ଡୋ-ଇସଲାମିକ ରିସର୍ଚ୍ଚ ସେଣ୍ଟର, ଗୋଟିଏ ହସ୍ପିଟାଲ ଓ ଲାଇବ୍ରେରୀ ନିର୍ମାଣ କରିବ। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, “ଉତ୍ତର ପ୍ରଦେଶ ସରକାର ଆମକୁ ଦେଇଥିବା ୫ ଏକର ଜମି ବୋର୍ଡ ଗ୍ରହଣ କରିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ମସଜିଦ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ ହେବ।

ନୂଆ କରି ଗଠନ ହେବାକୁ ଥିବା ମସଜିଦ୍‌ର ନାଁ କ’ଣ ରହିବ, ତା’ର ନିଷ୍ପତ୍ତି ଟ୍ରଷ୍ଟ ନେବ। ବୋର୍ଡର ଏଥିରେ କୌଣସି ଭୂମିକା ରହିବ ନାହିଁ। ଜମିରେ ଇଣ୍ଡୋ-ଇସଲାମିକ ରିସର୍ଚ୍ଚ ସେଣ୍ଟର, ସାଧାରଣ ଲୋକଙ୍କ ପାଇଁ ଲାଇବ୍ରେରୀ, ଚ୍ୟାରିଟେବୁଲ ହସ୍ପିଟାଲ ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରାଯିବ। ଲୋକଙ୍କ ଆବଶ୍ୟକ ଅନୁଯାୟୀ ହିଁ ମସଜିଦର ଆକାର ସ୍ଥିର କରାଯିବ।”

ନଭେମ୍ବର ୯ରେ ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷଙ୍କୁ ଦେଇଥିଲେ। ଏଠାରେ ହିନ୍ଦୁ ପକ୍ଷ ରାମ ମନ୍ଦିର ନିର୍ମାଣ କରିବେ। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story