ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ଥାନେରେ ଲାଗିଲା ୪୯ ଫୁଟ୍‌ର ଦହି ହାଣ୍ଡି

ମୁମ୍ୱାଇ: ଜନ୍ମାଷ୍ଟମୀ ଅବସରରେ ମହାରାଷ୍ଟ୍ର ସମେତ ସାରା ଦେଶରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ପାଳନ କରାଯାଇଥାଏ। ମୁମ୍ୱାଇ ପୋଲିସ୍‌ ସମସ୍ତ ଦହି ହାଣ୍ଡି ଆୟୋଜକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଥିବା ବେଳେ ମହାରାଷ୍ଟ୍ରର ନବ ନିର୍ମାଣ ସେନା ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ କରି ନ ଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମର ଆୟୋଜକ ଅବିନାଶ ଯାଦବ ଦଳର ସୁପ୍ରିମୋ ରାଜ ଠାକରେଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଥାନେରେ ୪୯ ଫୁଟ୍‌ ଉଚ୍ଚତାରେ ଦହି ହାଣ୍ଡି ଲଗାଇଛନ୍ତି। […]

dahi-handi-maharashtra_

dahi-handi-maharashtra_

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 04:28 PM IST

Sports

Latest News

ମୁମ୍ୱାଇ: ଜନ୍ମାଷ୍ଟମୀ ଅବସରରେ ମହାରାଷ୍ଟ୍ର ସମେତ ସାରା ଦେଶରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ପାଳନ କରାଯାଇଥାଏ। ମୁମ୍ୱାଇ ପୋଲିସ୍‌ ସମସ୍ତ ଦହି ହାଣ୍ଡି ଆୟୋଜକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଥିବା ବେଳେ ମହାରାଷ୍ଟ୍ରର ନବ ନିର୍ମାଣ ସେନା ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ କରି ନ ଥିବା ଦେଖିବାକୁ ମିଳିଛି।

କାର୍ଯ୍ୟକ୍ରମର ଆୟୋଜକ ଅବିନାଶ ଯାଦବ ଦଳର ସୁପ୍ରିମୋ ରାଜ ଠାକରେଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଥାନେରେ ୪୯ ଫୁଟ୍‌ ଉଚ୍ଚତାରେ ଦହି ହାଣ୍ଡି ଲଗାଇଛନ୍ତି। ଯାହା ସୁପ୍ରିମକୋର୍ଟ ଦେଇଥିବା ଉଚ୍ଚତାଠାରୁ ଦୁଇ ଗୁଣା ବଡ଼।  ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ସୁପ୍ରିମୋ ରାଜ ଠାକରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ପ୍ରତିକ୍ରିୟା ଦେଇ ଯାଦବ କହିଛନ୍ତି,“ ଆମେ କେମିତି ପର୍ବ ପର୍ବାଣୀ ପାଳନ କରିବୁ ସୁପ୍ରିମକୋର୍ଟ ଏହା ନିର୍ଦ୍ଧାରିତ କରିପାରିବେ ନାହିଁ। ଯଦି କିଛି ଆଇନ ଉଲ୍ଲଂଘନ ହୋଇଛି ମୁଁ ଜେଲ୍‌ ଯିବାକୁ ପ୍ରସ୍ତୁତ ଅଛି।”

ଗତକାଲି ସୁପ୍ରିମକୋର୍ଟ ଦହିହାଣ୍ଡି ଉଚ୍ଚରେ ରଖିବା ନେଇ ହୋଇଥିବା ମାମଲା ଖାରଜ କରିବା ସହ ୨୦ ଫୁଟ୍‌ରୁ ଅଧିକ ଉଚ୍ଚରେ ଦହି ହାଣ୍ଡି ନ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏଥିରେ ସାମିଲ ନ କରିବାକୁ ଆଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story