ପୂର୍ବ ନିଷ୍ପତ୍ତିରେ କଲେଜିୟମ ଅଟଳ: ନିଯୁକ୍ତି ଲାଗି ପୁଣି ଥରେ ସୁପାରିଶ କରାଯିବ ଜଷ୍ଟିସ୍ ଜୋସେଫଙ୍କ ନାଁ

ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଲା କଲେଜିୟମ। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏମ୍ ଜୋସେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରିବାକୁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ। ଆଜିର ବୈଠକରେ ଏହି ନିଷ୍ପତ୍ତି ନେଇଛି ପ୍ରଧାନ ବିଚାରପତି ଓ ଅନ୍ୟ ୪ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ। ତେବେ ଏହି ସୁପାରିଶ ବର୍ତ୍ତମାନ ପଠାଯିବ ନାହିଁ, ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ଅନ୍ୟ କେତେକଙ୍କ ନାଁ ମଧ୍ୟ ସୁପାରିଶ […]

426072278-Untitled2Recovered_6

426072278-Untitled2Recovered_6

Rakesh Mallick
  • Published: Friday, 11 May 2018
  • Updated: 11 May 2018, 09:32 PM IST

Sports

Latest News

ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଲା କଲେଜିୟମ। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏମ୍ ଜୋସେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରିବାକୁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ। ଆଜିର ବୈଠକରେ ଏହି ନିଷ୍ପତ୍ତି ନେଇଛି ପ୍ରଧାନ ବିଚାରପତି ଓ ଅନ୍ୟ ୪ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ। ତେବେ ଏହି ସୁପାରିଶ ବର୍ତ୍ତମାନ ପଠାଯିବ ନାହିଁ, ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ଅନ୍ୟ କେତେକଙ୍କ ନାଁ ମଧ୍ୟ ସୁପାରିଶ କରାଯିବାର ଅଛି।  ମେ ୧୬ ତାରିଖରେ ହେବାକୁ ଥିବା ବୈଠକରେ ସେମାନଙ୍କ ନାଁ ଚୂଡ଼ାନ୍ତ ହେବ। ସେମାନଙ୍କ ନାଁ ସହିତ ଜଷ୍ଟିସ ଜୋସେଫଙ୍କ ନାଁ କେନ୍ଦ୍ରକୁ ପଠାଯିବ ବୋଲି କଲେଜିୟମ ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଥର ସୁପାରିଶ ପରେ ଜଷ୍ଟିସ ଜୋସେଫଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ ଆଇନତଃ କେନ୍ଦ୍ର ସରକାର ବାଧ୍ୟ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story