ଜାମିନ ପାଇଲେ ନାହିଁ ଅନେକଙ୍କୁ ଜାମିନ ଦେଇଥିବା ବିଚାରପତି

କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି  ଜଷ୍ଟିସ୍ ସିଏସ୍ କର୍ଣ୍ଣନଙ୍କୁ ଲାଗିଛି ଶକ୍ତ ଧକ୍କା। ଆଜି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଗତକାଲି ତାମିଲନାଡ଼ୁର କୋଏମ୍ୱାଟୁରର ଏକ ପ୍ରାଇଭେଟ୍ ରିସୋର୍ଟରୁ କର୍ଣ୍ଣନଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ। ସୁପ୍ରିକୋର୍ଟ ଅବମାନନା ମାମଲା ପାଇଁ କୋର୍ଟ ତାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହାପରେ ସେ ହଠାତ୍ କେଉଁଆଡେ ଲୁଚି ଯାଇଥିଲେ। ମେ ୯ ତାରିଖରୁ ସେ ଫେରାର୍ ଥିଲେ। ସେ ଦେଶର ପ୍ରଥମ ହାଇକୋର୍ଟ ଜର୍ଜ ଭାବେ ଫେରାର୍ ଥାଇ ରିଟାୟର୍ଡ ହୋଇଥିଲେ।

୬୨ ବର୍ଷିୟ କର୍ଣ୍ଣନ ଜାନୁଆରୀ ମାସରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ମାଡ୍ରାସ ହାଇକୋର୍ଟରେ ହେଉଥିବା ଦୁର୍ନୀତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ତଦନ୍ତ କରିବାକୁ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ

ଜୁଲାଇ ୨୨ ପରେ ପୁଣିଥରେ ଭାରତକୁ ଫେରିବ କି ଟିକ୍‌ଟକ୍‌

ମନ୍ତ୍ରିମଣ୍ଡଳରୁ ବରଖାସ୍ତ ହେବା ପରେ କ’ଣ କହିଲେ ସଚିନ ପାଇଲଟ

ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ, ବିଜେପି ଆକ୍ଟିଭ୍

ବୁଧବାର ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଭାରତର ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ: ବିଶେଷଜ୍ଞ

ଆମେରିକାର ଖୋଲା ଚେତାବନୀ, ବେଜିଂକୁ ଦକ୍ଷିଣ ଚୀନ୍ ସାଗରରେ ମୁଣ୍ଡ ଟେକିବାକୁ ଦିଆଯିବନି

‘କଂଗ୍ରେସରେ ନିଷ୍ଠା ମାନେ ଗେହଲଟଙ୍କ ଗୁଲାମି’

ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼

କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି: WHO

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ୪ ଆହତ

‘ପ୍ରତି ୯ ଜଣରେ ଜଣେ ଭୋକିଲା ରହୁଛନ୍ତି’

୬୦୦ରୁ ୬୦୦ ମାର୍କ ରଖିଲେ ଦିବ୍ୟାଂଶୀ