ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ, ଏବେ ରାଜକ୍ଷମା ଭରସା

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ଘଟଣାରେ ପବନ ସହ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନିରାଶ ହୋଇଥିଲେ। ଏଥିପାଇଁ ସମସ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି […]

e

e

Hemant Lenka
  • Published: Monday, 02 March 2020
  • Updated: 02 March 2020, 12:22 PM IST

Sports

Latest News

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ଘଟଣାରେ ପବନ ସହ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନିରାଶ ହୋଇଥିଲେ। ଏଥିପାଇଁ ସମସ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ।

ତେବେ ଏହା ପୂର୍ବରୁ ପବନ ସୁପ୍ରିମକୋର୍ଟରେ ତା’ର ଫାଶୀ ଦଣ୍ଡକୁ ଆଜୀବନରେ ପରିଣତ କରିବା ପାଇଁ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏନଭି ରମନାଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ତା’ର ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଖଣ୍ତପୀଠ କହିଛନ୍ତି, ଦୋଷୀର ଦଣ୍ଡାଦେଶକୁ ପୁନଃ ସମୀକ୍ଷା କରିବା କିମ୍ବା ଏହାକୁ କୋହଳ କରିବା ପାଇଁ କୌଣସି ନୂଆ କାରଣ ନାହିଁ। ତେଣୁ କ୍ୟୁରେଟିଭ ପିଟିସନକୁ ଖାରଜ କରାଯାଉଛି। ଏହି ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣ ରହିଥିଲେ।

ପବନର କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଥିବାରୁ ଏବେ ତା’ ପାଖରେ କେବଳ ରାଜକ୍ଷମା ଆବେଦନ ବାକି ରହିଛି। ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାରୁ ପବନ ଆଜି ହିଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିପାରେ।

ଏପରି ହେଲେ ଫାଶୀ ତାରିଖ ପୁଣି ଘୁଞ୍ଚିବାର ଆଶଙ୍କା ରହିଛି। ପୂର୍ବରୁ ଜାନୁଆରୀ ୨୨ ଓ ଫେବୃଆରୀ ୧ ପାଇଁ ଡେଥ ୱାରେଣ୍ଟ ଜାରି ହୋଇଥିଲା। ହେଲେ ନିର୍ଭୟା ଦୋଷୀ ଅକ୍ଷୟ, ମୁକେଶ ଓ ବିନୟ କ୍ୟୁରେଟିଭ ପିଟିସନ ଏବଂ ରାଜକ୍ଷମା ଆବେଦନ କରିବାକୁ ଏହାକୁ ବଦଳା ଯାଇଥିଲା। ଶେଷରେ ପଟିଆଲା ହାଉସ କୋର୍ଟ ମାର୍ଚ୍ଚ ୩ ତାରିଖ ସକାଳ ୬ଟା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story