ଭୋଟ୍‌ ସମୟ ପରିବର୍ତ୍ତନକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ପ୍ରବଳ ଖରା ଓ ପବିତ୍ର ରମଜାନକୁ ଦୃଷ୍ଟିରେ ରଖି ୭ମ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ସମୟକୁ ପରିବର୍ତ୍ତନ କରିବା ପାଇଁ ହୋଇଥିବା ଆବେଦନ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଛି। ଆସନ୍ତା ୧୯ ତାରିଖରେ ୭ମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣର ସମୟ ସକାଳ ୭ଟା ପରିବର୍ତ୍ତେ ଭୋର ୫.୩୦ରୁ ଆରମ୍ଭ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଥିଲେ। ଆଜି […]

saw

saw

Hemant Lenka
  • Published: Monday, 13 May 2019
  • Updated: 13 May 2019, 05:50 PM IST

Sports

Latest News

ନୂଆଦିଲ୍ଲୀ: ପ୍ରବଳ ଖରା ଓ ପବିତ୍ର ରମଜାନକୁ ଦୃଷ୍ଟିରେ ରଖି ୭ମ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ସମୟକୁ ପରିବର୍ତ୍ତନ କରିବା ପାଇଁ ହୋଇଥିବା ଆବେଦନ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଛି। ଆସନ୍ତା ୧୯ ତାରିଖରେ ୭ମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣର ସମୟ ସକାଳ ୭ଟା ପରିବର୍ତ୍ତେ ଭୋର ୫.୩୦ରୁ ଆରମ୍ଭ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଥିଲେ।

ଆଜି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ, ନିର୍ବାଚନ କମିଶନ ଭୋଟ୍‌ ଗ୍ରହଣ ପାଇଁ ସମୟ ସୀମା ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ରଖିଛନ୍ତି। ଖରା ହେବା ପୂର୍ବରୁ ଲୋକମାନେ ସକାଳ ବେଳା ବୁଥ୍‌କୁ ଆସି ଭୋଟ୍‌ ଦେଇପାରିବେ। ଯଦି ପୂର୍ବ ସମୟରେ ପରିବର୍ତ୍ତନ କରାଯାଏ, ତା’ହେଲେ ନିର୍ବାଚନ କମିଶନ ଲଜିଷ୍ଟିକାଲ ସମସ୍ୟାରେ ପଡ଼ି ପାରନ୍ତି। ତେଣୁ ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ।”

ଆବେଦନକାରୀଙ୍କ ପକ୍ଷରୁ ମହମ୍ମଦ ନିଜାମୁଦ୍ଦିନ ପାଶା ଉପସ୍ଥିତ ରହି ନିଜ ଯୁକ୍ତି ଉପସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story