ସୁବ୍ରତ ରୟଙ୍କୁ ସୁପ୍ରିମକୋର୍ଟଙ୍କ ସମନ୍‌

ନୂଆଦିଲ୍ଲୀ: ନିବେଶକାରୀଙ୍କ ଟଙ୍କା ଫେରସ୍ତକୁ ନେଇ ଅଡ଼ୁଆରେ ପଡ଼ିଥିବା ସାହାରା ଗ୍ରୁପ୍‌ ମୁଖ୍ୟ ସୁବ୍ରତ ରୟଙ୍କୁ ଆଜି ସୁପ୍ରିମକୋର୍ଟ ସମନ୍‌ କରିଛନ୍ତି। ସେ ସେବି-ସାହାରା ମାମଲାରେ ୨୫,୭୦୦ କୋଟି ଜମା କରିବାର ଥିଲା। କିନ୍ତୁ ସେ ଏହି ଅର୍ଥ ପୈଠ କରିନାହାନ୍ତି। ତେଣୁ ସୁପ୍ରିମକୋର୍ଟ ତାଙ୍କୁ ଫେବୃଆରୀ ୨୮ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, ସାହାରା ଗ୍ରୁପ୍‌କୁ ୬ ମାସ ମଧ୍ୟରେ ଟଙ୍କା […]

sbrt

sbrt

Hemant Lenka
  • Published: Thursday, 31 January 2019
  • Updated: 31 January 2019, 06:10 PM IST

Sports

Latest News

ନୂଆଦିଲ୍ଲୀ: ନିବେଶକାରୀଙ୍କ ଟଙ୍କା ଫେରସ୍ତକୁ ନେଇ ଅଡ଼ୁଆରେ ପଡ଼ିଥିବା ସାହାରା ଗ୍ରୁପ୍‌ ମୁଖ୍ୟ ସୁବ୍ରତ ରୟଙ୍କୁ ଆଜି ସୁପ୍ରିମକୋର୍ଟ ସମନ୍‌ କରିଛନ୍ତି। ସେ ସେବି-ସାହାରା ମାମଲାରେ ୨୫,୭୦୦ କୋଟି ଜମା କରିବାର ଥିଲା। କିନ୍ତୁ ସେ ଏହି ଅର୍ଥ ପୈଠ କରିନାହାନ୍ତି। ତେଣୁ ସୁପ୍ରିମକୋର୍ଟ ତାଙ୍କୁ ଫେବୃଆରୀ ୨୮ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, ସାହାରା ଗ୍ରୁପ୍‌କୁ ୬ ମାସ ମଧ୍ୟରେ ଟଙ୍କା ଯୋଗାଡ଼ କରି ପୈଠ କରିବାକୁ କୁହାଯାଇଥିଲା। କିନ୍ତୁ ଏହି ଗ୍ରୁପ୍‌ କୋର୍ଟଙ୍କ ବିଶ୍ୱାସ ଓ ନିର୍ଦ୍ଦେଶକୁ ଭାଙ୍ଗିଛି। ଗ୍ରୁପ୍‌ କେବଳ ୧୫ ହଜାର କୋଟି ଜମା କରିଛି। ତେଣୁ ଗ୍ରୁପ୍‌ ମୁଖ୍ୟ ଏନେଇ ନିଜର ପକ୍ଷ ରଖିବା ଦରକାର।

ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଏକେ ସିକ୍ରି ଓ ଜଷ୍ଟିସ୍‌ ଏସ୍‌କେ କୌଲ ରହିଥିଲେ। ସେମାନେ ଶ୍ରୀ ରୟ କିମ୍ବା ଅନ୍ୟ ନିର୍ଦ୍ଦେଶକଙ୍କୁ ଆଉ କୌଣସି ସୁଯୋଗ ଦେବା ଠିକ୍‌ ନୁହେଁ ବୋଲି ରୁଲିଂ ଦେଇଛନ୍ତି।

ଶ୍ରୀ ରୟ ପାଖାପାଖି ୨ ବର୍ଷ ଜେଲ୍‌ରେ ରହିବା ପରେ ୨୦୧୭ ମସିହା ମେ’୬ ରୁ ପ୍ୟାରୋଲରେ ମୁକୁଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story