ପୁଣି ବାବା ନିରାଶ

ନୂଆଦିଲ୍ଲୀ: ପୁଣି ଥରେ ବାବା ସାରଥୀ ନିରାଶ। ବାରିମୂଳ ଆଶ୍ରମରେ ମାଆ-ଝିଅଙ୍କୁ ନିର୍ଯାତନା ମାମଲାରେ ସାରଥୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆଉ ଥରେ ମଧ୍ୟ ଏହି ମାମଲାରେ ଆବେଦନ ଖାରଜ ହୋଇଥିଲା। ତେବେ ମାମଲାରେ ସାରଥୀଙ୍କ ପକ୍ଷରୁ ଆଉ ଥରେ ଜାମିନ ଆବେଦନ କାରଯାଇଥିଲା। ହେଲେ ସୁପ୍ରିମକେର୍ଟ ଆଜି ଏହି ମାମଲାର ଶୁଣାଣି କରି ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବାବା ସାରଥୀ ଓରଫ ସନ୍ତୋଷ ରାଉଳ ୨୦୧୫ ମସିହାରେ ଚର୍ଚ୍ଚାକୁ […]

sarathi-baba

sarathi-baba

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 05:01 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଥରେ ବାବା ସାରଥୀ ନିରାଶ। ବାରିମୂଳ ଆଶ୍ରମରେ ମାଆ-ଝିଅଙ୍କୁ ନିର୍ଯାତନା ମାମଲାରେ ସାରଥୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆଉ ଥରେ ମଧ୍ୟ ଏହି ମାମଲାରେ ଆବେଦନ ଖାରଜ ହୋଇଥିଲା। ତେବେ ମାମଲାରେ ସାରଥୀଙ୍କ ପକ୍ଷରୁ ଆଉ ଥରେ ଜାମିନ ଆବେଦନ କାରଯାଇଥିଲା। ହେଲେ ସୁପ୍ରିମକେର୍ଟ ଆଜି ଏହି ମାମଲାର ଶୁଣାଣି କରି ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ବାବା ସାରଥୀ ଓରଫ ସନ୍ତୋଷ ରାଉଳ ୨୦୧୫ ମସିହାରେ ଚର୍ଚ୍ଚାକୁ ଆସିଥିଲେ। ବାବା ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ନେଇ ଆଭିଯୋଗ ଅସିବା ପରେ ଖୁବ୍ ତମ୍ବିତୋଫାନ ହୋଇଥିଲା। ବାବାଙ୍କର କେନ୍ଦ୍ରାପଡ଼ାରେ ଥିବା ବାରିମୂଳ ଆଶ୍ରମକୁ ନେଇ ଖୁବ୍ ଲଙ୍କାକାଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଆଶ୍ରମକୁ ଧସେଇ ପଶିବା ବେଳକୁ ପୋଲିସ ଲାଠି ଚାର୍ଜ କରିଥିଲା। ଶେଷରେ ସାରଥୀଙ୍କୁ ଅଗଷ୍ଟ ୪ ୨୦୧୫ରେ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story