ସୁପ୍ରିମକୋର୍ଟରେ ଚୌକିଦାର ଚୋର ହୈ ପ୍ରସଙ୍ଗ: ଝୁଲିଲା ରାହୁଲଙ୍କ ଭାଗ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍‌ ଡିଲ୍‌କୁ ଆଧାର କରି ଚୌକିଦାର ଚୌର ହୈ କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସେ ଏହି ବୟାନ ପାଇଁ ବାରମ୍ବାର ସୁପ୍ରିମକୋର୍ଟ ନିକଟରେ ଦୁଃଖ ପ୍ରକାଶ କରିବା ପରେ ଶେଷରେ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଏହା ସୁପ୍ରିମକୋର୍ଟ କିମ୍ବା ଆବେଦନକାରୀ ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ। ଆଜି ରାହୁଲଙ୍କ ନାଁରେ ବିଜେପି ସାଂସଦ ମୀନାକ୍ଷୀ ଲେଖି କରିଥିବା ଅପରାଧିକ ଅଦାଲତ […]

y

y

Hemant Lenka
  • Published: Friday, 10 May 2019
  • Updated: 10 May 2019, 05:10 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍‌ ଡିଲ୍‌କୁ ଆଧାର କରି ଚୌକିଦାର ଚୌର ହୈ କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

ସେ ଏହି ବୟାନ ପାଇଁ ବାରମ୍ବାର ସୁପ୍ରିମକୋର୍ଟ ନିକଟରେ ଦୁଃଖ ପ୍ରକାଶ କରିବା ପରେ ଶେଷରେ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଏହା ସୁପ୍ରିମକୋର୍ଟ କିମ୍ବା ଆବେଦନକାରୀ ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ। ଆଜି ରାହୁଲଙ୍କ ନାଁରେ ବିଜେପି ସାଂସଦ ମୀନାକ୍ଷୀ ଲେଖି କରିଥିବା ଅପରାଧିକ ଅଦାଲତ ଅବମାନନା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ତେବେ କୋର୍ଟ କେବଳ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି। ଅର୍ଥାତ ରାହୁଲଙ୍କ ବିରୋଧରେ ଅଦାଲତନ ଅବମାନନା ମାମଲା ଚାଲିବ କି ନାହିଁ, ସେକଥା ସୁପ୍ରିମକୋର୍ଟ ବିଚାର କରିବେ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌କେ କୌଲ ଏବଂ ଜଷ୍ଟିସ୍‌ କେଏମ୍‌ ଯୋଜେଫଙ୍କ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିଥିଲେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ଲଢ଼ୁଥିବା ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ ମନୁ ସିଂଘଭୀ କହିଥିଲେ ଯେ “ ରାହୁଲ ଗାନ୍ଧି ନିଜର ବୟାନ ପାଇଁ କ୍ଷମା ମାଗି ସାରିଛନ୍ତି।

ରାଫେଲ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେ ଭୁଲ ଭାବେ ଉପସ୍ଥାପନ କରିଥିଲେ। ଏଥିପାଇଁ ସେ ସତ୍ୟପାଠ ଜରିଆରେ ଭୁଲ ମାଗିଛନ୍ତି। ତେଣୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ଅଦାଲତ ଅବମାନନା ମାମଲାକୁ ଖାରଜ କରାଯାଉ।”

ଏହି ସମୟରେ ବିଜେପି ସାଂସଦ ଶ୍ରୀମତୀ ଲେଖିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ “ରାହୁଲ ଗାନ୍ଧି ଯେଉଁଭଳି ଭାବେ କ୍ଷମା ମାଗିଛନ୍ତି, ତାହାକୁ କୋର୍ଟ ଖାରଜ କରିବା ଦରକାର। ଏଥିସହ ଆଇନ୍‌ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାହୁଲ ଗାନ୍ଧି ସର୍ବସମ୍ମୁଖରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଭୁଲ ଭାବେ ଉପସ୍ଥାପନ କରିଥିଲେ। ତେଣୁ ସେ ସର୍ବସମ୍ମୁଖରେ ନିଜର ବୟାନ ପାଇଁ କ୍ଷମା ମାଗିବା ଦରକାର।” ଏହାପରେ ଖଣ୍ଡପୀଠ ତାଙ୍କର ରାୟ ସଂରକ୍ଷିତ ରଖିଥିଲେ।

ରାହୁଲ ଗାନ୍ଧି ରାଫେଲ ଡିଲ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ କଦର୍ଥ କରି ନିଜର ମତ ରଖିଥିଲେ। ଯେଉଁଥିରେ ସେ ନିର୍ବାଚନ ପ୍ରଚାର ବେଳେ କହିଥିଲେ ‘ସୁପ୍ରିମକୋର୍ଟଙ୍କ ଶୁଣାଣିରୁ ସ୍ପଷ୍ଟ ହୋଇଛି ଯେ ରାଫେଲ୍ ଡିଲ୍ ମାମଲାରେ ଦୁର୍ନୀତି ହୋଇଛି ଏବଂ ଚୌକିଦାର ଚୌର ହେ’ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କିନ୍ତୁ ବାସ୍ତବରେ ସୁପ୍ରିମକୋର୍ଟ କେବଳ ଡିସେମ୍ବର ୧୪ରେ ରାଫେଲ ଡିଲ୍‌ ସଂକ୍ରାନ୍ତରେ କେନ୍ଦ୍ରକୁ ଦେଇଥିବା କ୍ଲିନ୍‌ଚିଟ୍‌ର ପୁଃନ ଶୁଣାଣି କରିବେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story