କାଲି ନିର୍ଭୟା ଦୋଷୀ ଅକ୍ଷୟର ଶୁଣାଣି

ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁରର ଶୁଣାଣି ଆସନ୍ତାକାଲି ହେବ। ଗୁରୁବାର ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଦିନ ୧ଟା ବେଳେ ଏହି କ୍ୟୁରେଟିଭ ପିଟିସନର ଶୁଣାଣି କରିବେ। ଏହି ଖଣ୍ଡପୀଠର ନେତୃତ୍ୱ ଏନଭି ରମନ୍ନା ନେବେ। ତାଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣ […]

u

u

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 06:43 PM IST

Sports

Latest News

ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁରର ଶୁଣାଣି ଆସନ୍ତାକାଲି ହେବ। ଗୁରୁବାର ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଦିନ ୧ଟା ବେଳେ ଏହି କ୍ୟୁରେଟିଭ ପିଟିସନର ଶୁଣାଣି କରିବେ। ଏହି ଖଣ୍ଡପୀଠର ନେତୃତ୍ୱ ଏନଭି ରମନ୍ନା ନେବେ।

ତାଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣ ରହିଛନ୍ତି। ଏମାନେ କ୍ୟୁରେଟିଭ ପିଟିସନ ଉପରେ ମିଳିତ ଶୁଣାଣି କରି ନିଷ୍ପତ୍ତି ନେବେ। ଏହାପୂର୍ବରୁ ନିର୍ଭୟା ଦୋଷୀ ମୁକେଶ ଓ ବିନିୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲେ।

ରାଷ୍ଟ୍ରପତି ଅନ୍ୟତମ ଦୋଷୀ ମୁକେଶର କରିଥିବା ରାଜକ୍ଷମା ଆବେଦନକୁ ଖାରଜ କରିଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ହେଲେ ଆଜି କୋର୍ଟ ଏହି ଆବେଦନକୁ ଖାରଚ କରିଦେଇଛନ୍ତି। ଅକ୍ଷୟ ୩ ନଂ ଦୋଷୀ ଯିଏ କ୍ୟୁରେଟିଭ ପିଟିସନ ଦାଖଲ କରିଛି। ଏବେ ବି ପବନ ଗୁପ୍ତା ପାଖରେ କ୍ୟୁରେଟିଭ ପିଟିସନ ଆବେଦନ କରିବାର ବିକଳ୍ପ ରହିଛି।

ସେହିପରି ଅକ୍ଷୟ, ବିନୟ ଓ ପବନ ପାଖରେ ରାଜକ୍ଷମା ଆବେଦନ କରିବାର ସୁଯୋଗ ରହିଛି। ଯଦି ସେମାନେ ଏପରି କରନ୍ତି, ତା’ହେଲେ ସେମାନଙ୍କୁ କେମିତି ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଯିବ, ତା’କୁ ନେଇ ପ୍ରଶ୍ନ ଉଠିଛି। କାରଣ ଦିଲ୍ଲୀ କୋର୍ଟ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ୧ ତାରିଖରେ ଝୁଲାଇବାକୁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ତେଣୁ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି।

ଅକ୍ଷୟ ପାଇଁ ଓକିଲ ଏପି ସିଂହ କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି। ସେ ଅକ୍ଷୟର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story