ଦିନେ ଥିଲେ ନକ୍ସଲ, ଆଜି ସେମାନଙ୍କୁ ଖୋଜି ଖୋଜି ମାରୁଛନ୍ତି

ରାୟପୁର: କିଛି ବର୍ଷ ତଳେ ସେମାନଙ୍କୁ ଧରିବା କିମ୍ବା ମାରିବା ପାଇଁ ସୁରକ୍ଷାକର୍ମୀ ଜଙ୍ଗଲ ଜଙ୍ଗଲ ଖୋଜୁଥିଲେ। କିନ୍ତୁ ଏବେ ସେମାନେ ସୁରକ୍ଷାକର୍ମୀଙ୍କ ସହ ମିଶି ନକ୍ସଲମାନଙ୍କ ବିରୋଧରେ ଆରମ୍ଭ କରିଛନ୍ତି ଲଢ଼େଇ। କିଛି ମାସ ତଳେ ଏକାଧିକ ମହିଳା ନକ୍ସଲ ଓ ସାଲୱା ଜୁଡୁମ୍‌ ପୀଡ଼ିତା ମାଓବାଦୀ କ୍ୟାମ୍ପରେ ନିର୍ଯାତନା ସହି ନ ପାରି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ମହିଳାମାନେ ମାଓବାଦୀଙ୍କ ସହ ମିଶି ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢ଼େଇ କରୁଥିଲେ। କିନ୍ତୁ ଏବେ […]

s

s

Hemant Lenka
  • Published: Friday, 10 May 2019
  • Updated: 10 May 2019, 03:24 PM IST

Sports

Latest News

ରାୟପୁର: କିଛି ବର୍ଷ ତଳେ ସେମାନଙ୍କୁ ଧରିବା କିମ୍ବା ମାରିବା ପାଇଁ ସୁରକ୍ଷାକର୍ମୀ ଜଙ୍ଗଲ ଜଙ୍ଗଲ ଖୋଜୁଥିଲେ। କିନ୍ତୁ ଏବେ ସେମାନେ ସୁରକ୍ଷାକର୍ମୀଙ୍କ ସହ ମିଶି ନକ୍ସଲମାନଙ୍କ ବିରୋଧରେ ଆରମ୍ଭ କରିଛନ୍ତି ଲଢ଼େଇ। କିଛି ମାସ ତଳେ ଏକାଧିକ ମହିଳା ନକ୍ସଲ ଓ ସାଲୱା ଜୁଡୁମ୍‌ ପୀଡ଼ିତା ମାଓବାଦୀ କ୍ୟାମ୍ପରେ ନିର୍ଯାତନା ସହି ନ ପାରି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ମହିଳାମାନେ ମାଓବାଦୀଙ୍କ ସହ ମିଶି ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢ଼େଇ କରୁଥିଲେ। କିନ୍ତୁ ଏବେ ସେମାନେ ସେମାନଙ୍କ ପୂର୍ବତନ ସହଯୋଗୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି।

ଏହିଁ ମହିଳାମାନଙ୍କୁ ଦାନ୍ତେଶ୍ୱରୀ ଲଡକେ ଭାବେ ନାମିତ କରାଯାଇଛି ଓ ସେମାନଙ୍କୁ ଏକେ-୪୭ ରାଇଫଲ ମଧ୍ୟ ଦିଆଯାଇଛି। ବୁଧବାର ଏମାନେ ସୁରକ୍ଷାକର୍ମୀଙ୍କ ସହ ମିଶି ଛତିଶଗଡ଼ରେ ନକ୍ସଲ ଦମନ ଅଭିଯାନରେ ସାମିଲ ହୋଇଥିଲେ। ଏହି ଅଭିଯାନରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଖାଲି ସେତିକି ନୁହେଁ ଗୋଟିଏ ମାସ ମଧ୍ୟରେ ଏହି ଛୋଟିଆ ଟିମ୍‌ ୫ ଜଣ ନକ୍ସଲଙ୍କୁ ସଫା କରି ସାରିଥିବା ପୁଲିସ୍‌ କହିଛି।

ଏହି ପୂର୍ବତନ ନକ୍ସଲ ମହିଳାମାନେ ଦୀର୍ଘଦିନ ଧରି ଜଙ୍ଗଲ ମଧ୍ୟରେ ରହୁଥିଲେ। ସେମାନଙ୍କୁ ଜଙ୍ଗଲ ରାସ୍ତା ଏବଂ ନକ୍ସଲଙ୍କ ଖସିବାର ରାସ୍ତା ସମ୍ପର୍କରେ ସବୁ କଥା ଜଣାଅଛି। ତେଣୁ ଦାନ୍ତେୱାଡ଼ା ଏସ୍‌ପି ଅଭିଷେକ ପାଲ୍ଲାଭା ଏହାର ଫାଇଦା ଉଠାବାକୁ ଚାହିଁଥିଲେ। ସେ ୪ ମାସ ତଳେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ କ୍ୟାମ୍ପକୁ ଯାଇଥିଲେ। ସେହି ସମୟରେ ହିଁ ତାଙ୍କ ମୁଣ୍ଡକୁ ଏଭଳି ବୁଦ୍ଧି ଆସିଥିଲା। ଅଭିଷେକ କହିଛନ୍ତି, “ବହୁ ସମୟରେ ଉଭୟ ପୁରୁଷ ଓ ମହିଳା ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି।

ଆତ୍ମସମର୍ପଣ କରୁଥିବା ପୁରୁଷମାନଙ୍କୁ ଯୁଦ୍ଧ ପାଇଁ ତାଲିମ ଦିଆଯାଉଥିବା ବେଳେ ସେମାନଙ୍କୁ ଜିଲ୍ଲା ରିଜର୍ଭ ଗାର୍ଡରେ ସାମିଲ କରାଯାଉଛି। ହେଲେ ମହିଳା ନକ୍ସଲମାନେ ଘରେ ବସି ରୋଷେଇ କରୁଥିଲେ। ସେମାନେ ମଧ୍ୟ ପୁରୁଷମାନଙ୍କ ସହ ମିଶି ଜଙ୍ଗଲରେ ଅପରେଶନ କରିପାରିବେ ବୋଲି ଆଶାବାଦୀ ଥିଲେ। ତେଣୁ ଆମେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲମାନଙ୍କୁ ମଧ୍ୟ ଏବେ ନକ୍ସଲ ବିରୋଧୀ ଅପରେଶନରେ ସାମିଲ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story