୩ ଦିନ ଯାଏ ହୋଟେଲରୁ ବାହାରି ନଥିଲେ ସୁଶାନ୍ତ ଓ ସାରା ଅଲୀ ଖାନ!

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଗୋଟିଏ ନୂଆ ଟ୍ୱିଷ୍ଟ ଆସିଛି। ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ୍‌ ଓ ସୁଶାନ୍ତଙ୍କ ବ୍ୟାଙ୍କଙ୍କ ଟୁର ବେଳେ କ’ଣ ଘଟିଥିଲା, ତା’ ଉପରୁ ପରଦା ହଟିଛି। ସୁଶାନ୍ତଙ୍କ ସାଙ୍ଗମାନଙ୍କ ସହ ସାରା ମଧ୍ୟ ବ୍ୟାଙ୍କଙ୍କ ଯାଇଥିଲେ। ସେଠାରେ ସେ ଓ ସୁଶାନ୍ତ ୩ ଦିନ କାଳ ହୋଟେଲ ମଧ୍ୟରୁ ବାହାରକୁ ବାହାରି ନଥିଲେ ବୋଲି ଆଜି ସୁଶାନ୍ତଙ୍କ ଜଣେ ବନ୍ଧୁ ସୂଚନା ଦେଇଛନ୍ତି। ଏକ ଜାତୀୟ […]

fv

fv

Hemant Lenka
  • Published: Friday, 28 August 2020
  • Updated: 28 August 2020, 07:48 PM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଗୋଟିଏ ନୂଆ ଟ୍ୱିଷ୍ଟ ଆସିଛି। ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ୍‌ ଓ ସୁଶାନ୍ତଙ୍କ ବ୍ୟାଙ୍କଙ୍କ ଟୁର ବେଳେ କ’ଣ ଘଟିଥିଲା, ତା’ ଉପରୁ ପରଦା ହଟିଛି। ସୁଶାନ୍ତଙ୍କ ସାଙ୍ଗମାନଙ୍କ ସହ ସାରା ମଧ୍ୟ ବ୍ୟାଙ୍କଙ୍କ ଯାଇଥିଲେ। ସେଠାରେ ସେ ଓ ସୁଶାନ୍ତ ୩ ଦିନ କାଳ ହୋଟେଲ ମଧ୍ୟରୁ ବାହାରକୁ ବାହାରି ନଥିଲେ ବୋଲି ଆଜି ସୁଶାନ୍ତଙ୍କ ଜଣେ ବନ୍ଧୁ ସୂଚନା ଦେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଗତକାଲି ରିୟା ଚକ୍ରବର୍ତ୍ତୀ କହିଥିଲେ ସୁଶାନ୍ତ ସିଂହ ରାଜପୁତ ତାଙ୍କର ୬ ଜଣ ସାଙ୍ଗଙ୍କ ସହ ବ୍ୟାଙ୍କଙ୍କ ଟୁରରେ ଯାଇଥିଲେ। ସୁଶାନ୍ତଙ୍କ ସହ କୁଶାଲ ଜାଭେରି, ସିଦ୍ଧାର୍ଥ ଗୁପ୍ତା, ଆବ୍ବାସ, ମୁସ୍ତାକ ଓ ଶବିର ଅହମ୍ମଦ ବ୍ୟାଙ୍କଙ୍କ ଯାଇଥିଲେ। ଏହି ଟ୍ରିପରେ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ରିୟା କହିଥିଲେ।

ଏବେ ଶବିର ଅହମ୍ମଦ ପୂରା ଘଟଣା ସମ୍ପର୍କରେ କହିଛନ୍ତି। ଶବିର ହିଁ ସାରା ଅଲୀ ଖାନ ସେମାନଙ୍କ ସହ ବ୍ୟାଙ୍କଙ୍କ ଯାଇଥିବା କଥାର ଖୁଲାସା କରିଛନ୍ତି। ସୁଶାନ୍ତଙ୍କ ଆସିସଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶବିର କହିଛନ୍ତି, ସୁଶାନ୍ତଙ୍କ ପିଆରଓ ଟିମ୍‌ ପକ୍ଷରୁ ଏହି ଟ୍ରିପର ଆୟୋଜନ କରାଯାଇଥିଲା। ଆମ ସହ କେଦାରନାଥ ଫିଲ୍ମରେ ସୁଶାନ୍ତଙ୍କ ସହ କାମ କରୁଥିବା ସାରା ମଧ୍ୟ ଯାଇଥିଲେ।

ଆମେ ୭ ଜଣ ଥିଲୁ। ସୁଶାନ୍ତ, ସାରା, ସିଦ୍ଧାର୍ଥ ଗୁପ୍ତା, କୁଶାଲ ଜାଭେରି, ଆବ୍ବାସ, ସୁଶାନ୍ତଙ୍କ ବଡିଗାର୍ଡ ମୁସ୍ତାକ ଓ ମୁଁ। ସୁଶାନ୍ତ ତାଙ୍କ ପିଆରଓ ଟିମ, ସାରା ଅଲୀ ଖାନ ଓ ଦୁଇ ଜଣ ଷ୍ଟାଫ ମେମ୍ବରଙ୍କ ପାଇଁ ଏହି ଟ୍ରିପ ଥିଲା। ୨୦୧୮ ଡିସେମ୍ବର ମାସରେ ଆମେ ଗୋଟିଏ ଘରୋଇ ଜେଟରେ ବ୍ୟାଙ୍କଙ୍କ ଯାଇଥିଲୁ।

ଟୁର ବେଳେ ସୁଶାନ୍ତ ଓ ସାରା ସେମାନଙ୍କର ହୋଟେଲରେ ହିଁ ରହିଥିଲେ। କେବଳ ପ୍ରଥମ ଦିନ ଆମେ ସମସ୍ତେ ସମୁଦ୍ର କୂଳ ଯାଇଥିଲୁ। ଏହାପରେ ପୂରା ଟୁରର ୩ ଦିନ କାଳ ସୁଶାନ୍ତ ଓ ସାରା ହୋଟେଲରେ ରହିଥିଲେ। ସେମାନେ ବ୍ୟାଙ୍କଙ୍କର ଏକ ଅତ୍ୟାଧୁନିକ ହୋଟେଲରେ ରହୁଥିଲେ ବୋଲି ସେ କହିଛନ୍ତି।

କାହିଁକି ଟ୍ରିପ୍‌ର ଅବଧିକୁ ହ୍ରାସ କରାଗଲା ବୋଲି ପ୍ରଶ୍ନର ଉତ୍ତର ଦେଇ ଶବିର କହିଛନ୍ତି, ବ୍ୟାଙ୍କଙ୍କରେ ସୁନାମି ହେବାର ସତର୍କ ସୂଚନା ଜାରି କରାଯାଇଥିଲା। ଏହି କାରଣରୁ ସେମାନେ ମୁମ୍ବାଇ ଫେରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମୁସ୍ତାକ ଓ ମୁଁ ବ୍ୟାଙ୍କଙ୍କରେ ରହିଥିଲୁ। କାରଣ ବିମାନ ଟିକେଟ ମିଳି ନଥିଲା।

ଆମେ ପ୍ରାୟ ଗୋଟିଏ ମାସ ସେଠାରେ ରହିଥିଲୁ। ମୁମ୍ବାଇ ଫେରିବା ବେଳେ ସୁଶାନ୍ତ ଆମକୁ ଏଟିଏମ କାର୍ଡ ଦେଇଥିଲେ। ତେବେ ସାମ୍ୟୁଏଲ ହାଓକିପ ଆମକୁ ମୁମ୍ବାଇରୁ ଟଙ୍କା ପଠାଇଥିଲେ। ସୁଶାନ୍ତ ଓ ସାରା ମୁମ୍ବାଇରେ ପହଞ୍ଚିବା ପରେ ସେମାନଙ୍କୁ ସାମ୍ୟୁଏଲ ହିଁ ଏୟାରପୋର୍ଟରୁ ପିକ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story