ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ୨୨ଟି ପ୍ରମୁଖ ବିମାନବନ୍ଦରରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ରାଜଧାନୀ ନୂଆଦିଲ୍ଳୀ ସମେତ ଦେଶର ୨୨ଟି ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କୁ ଭଲ ଭାବେ ଯାଞ୍ଚ କରାଯାଉଛି। ଏହାସହିତ କୌଣସି ପ୍ରକାର ଆକ୍ରମଣର ସାମ୍ନା କରିବା ଲାଗି କମାଣ୍ଡୋ ମାନଙ୍କୁ ସଜାଗ କରାଯାଇଛି। ବିଶେଷକରି ସୀମାବର୍ତ୍ତୀ ରାଜ୍ୟ ଜାମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ବିମାନବନ୍ଦର ଗୁଡ଼ିକୁ ଅଧିକ ସୁରକ୍ଷାକର୍ମୀ ଯୋଗାଇ ଦେବାକୁ ବେସାମରିକ ବିମାନ ଚଳାଚଳ […]

air

air

Rakesh Mallick
  • Published: Friday, 07 October 2016
  • Updated: 07 October 2016, 12:04 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ରାଜଧାନୀ ନୂଆଦିଲ୍ଳୀ ସମେତ ଦେଶର ୨୨ଟି ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କୁ ଭଲ ଭାବେ ଯାଞ୍ଚ କରାଯାଉଛି। ଏହାସହିତ କୌଣସି ପ୍ରକାର ଆକ୍ରମଣର ସାମ୍ନା କରିବା ଲାଗି କମାଣ୍ଡୋ ମାନଙ୍କୁ ସଜାଗ କରାଯାଇଛି। ବିଶେଷକରି ସୀମାବର୍ତ୍ତୀ ରାଜ୍ୟ ଜାମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ବିମାନବନ୍ଦର ଗୁଡ଼ିକୁ ଅଧିକ ସୁରକ୍ଷାକର୍ମୀ ଯୋଗାଇ ଦେବାକୁ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟ ପୁଲିସ ମୁଖ୍ୟମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ପାଖାପାଖି ୧୦୦ରୁ ଅଧିକ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ ପାଇଁ ଯୋଜନା ରଖିଥିବା ନେଇ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୂଚନା ଦେଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story