ମୋଦି-ଟ୍ରମ୍ପ ଭେଟ ପୂର୍ବରୁ ଆମେରିକା ଦେଲା ଭାରତକୁ ଗିଫ୍ଟ: ବିଶ୍ୱ ଆତଙ୍କବାଦ ତାଲିକାରେ ସୟଦ ସିଲାହୁଦ୍ଦିନ

ୱାଶଂଟନ: ମୋଦି-ଟ୍ରମ୍ପ ସାକ୍ଷାତର କିଛି ଘଣ୍ଟା ପୂର୍ବରୁ ଆମେରିକା, ଭାରତକୁ ଦେଇଛି ଏକ ବଡ଼ ଗିଫ୍ଟ। ଗିଫ୍ଟଟି ହେଲା ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସିଲାହୁଦ୍ଦିନକୁ ଆମେରିକା ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଆମେରିକା ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ୍‌ ଏବଂ ମୋଦିଙ୍କ ମଧ୍ୟରେ ୱାଶିଂଟନ୍‌ରେ ସାକ୍ଷାତ ଆଲୋଚନା ପରେ ପରେ ଏହି ଘୋଷଣା କରାଯାଇଛି। ଏହି ଘୋଷଣା ପରେ କୌଣସି ଆମେରିକୀୟ ନାଗରିକ ସିଲାହୁଦ୍ଦିନ ସହ କୌଣସି ପ୍ରକାର କାରବାର କରି ପରିବେ ନାହିଁ। ଏହାସହ […]

salahuddin

salahuddin

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 09:06 AM IST

Sports

Latest News

ୱାଶଂଟନ: ମୋଦି-ଟ୍ରମ୍ପ ସାକ୍ଷାତର କିଛି ଘଣ୍ଟା ପୂର୍ବରୁ ଆମେରିକା, ଭାରତକୁ ଦେଇଛି ଏକ ବଡ଼ ଗିଫ୍ଟ। ଗିଫ୍ଟଟି ହେଲା ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସିଲାହୁଦ୍ଦିନକୁ ଆମେରିକା ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଆମେରିକା ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ୍‌ ଏବଂ ମୋଦିଙ୍କ ମଧ୍ୟରେ ୱାଶିଂଟନ୍‌ରେ ସାକ୍ଷାତ ଆଲୋଚନା ପରେ ପରେ ଏହି ଘୋଷଣା କରାଯାଇଛି।

ଏହି ଘୋଷଣା ପରେ କୌଣସି ଆମେରିକୀୟ ନାଗରିକ ସିଲାହୁଦ୍ଦିନ ସହ କୌଣସି ପ୍ରକାର କାରବାର କରି ପରିବେ ନାହିଁ। ଏହାସହ ଆମେରିକା ନ୍ୟାୟିକ କ୍ଷେତ୍ରରେ ଆସୁଥିବା ସିଲାହୁଦିନର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ।

ଆମେରିକାର ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos