ମୋଦି-ଟ୍ରମ୍ପ ଭେଟ ପୂର୍ବରୁ ଆମେରିକା ଦେଲା ଭାରତକୁ ଗିଫ୍ଟ: ବିଶ୍ୱ ଆତଙ୍କବାଦ ତାଲିକାରେ ସୟଦ ସିଲାହୁଦ୍ଦିନ

ୱାଶଂଟନ: ମୋଦି-ଟ୍ରମ୍ପ ସାକ୍ଷାତର କିଛି ଘଣ୍ଟା ପୂର୍ବରୁ ଆମେରିକା, ଭାରତକୁ ଦେଇଛି ଏକ ବଡ଼ ଗିଫ୍ଟ। ଗିଫ୍ଟଟି ହେଲା ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସିଲାହୁଦ୍ଦିନକୁ ଆମେରିକା ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଆମେରିକା ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ୍‌ ଏବଂ ମୋଦିଙ୍କ ମଧ୍ୟରେ ୱାଶିଂଟନ୍‌ରେ ସାକ୍ଷାତ ଆଲୋଚନା ପରେ ପରେ ଏହି ଘୋଷଣା କରାଯାଇଛି।

ଏହି ଘୋଷଣା ପରେ କୌଣସି ଆମେରିକୀୟ ନାଗରିକ ସିଲାହୁଦ୍ଦିନ ସହ କୌଣସି ପ୍ରକାର କାରବାର କରି ପରିବେ ନାହିଁ। ଏହାସହ ଆମେରିକା ନ୍ୟାୟିକ କ୍ଷେତ୍ରରେ ଆସୁଥିବା ସିଲାହୁଦିନର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ।

ଆମେରିକାର ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି।

ଆହୁରି ପଢ଼ନ୍ତୁ

ସୁନା ଚୋରା ଚାଲାଣ ମାମଲା, ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଲା କେନ୍ଦ୍ର

୧୦ରୁ ୧୩ ଲକଡାଉନ୍, ଜରୁରୀକାଳୀନ ସେବା ମିଳିବ

ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନେପାଳରେ ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ୍

୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ଆଉ ପାଦେ ଆଗେଇଲା ଭାରତୀୟ ରେଳ

ସିଲାବସ କମିବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଲେ ମନ୍ତ୍ରୀ

ଲଦାଖ ପରେ ହଟ ସ୍ପୀଙ୍ଗରୁ ହଟିଲା ଚୀନ୍ ସେନା, ଆଗକୁ ଜାରି ରହିବ ବୈଠକ

୧୫ ଦିନରେ ଆମେରିକାର ୯ ବଡ଼ ପଦକ୍ଷେପ

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ