୮ ନିର୍ବାଚନ ଅଧିକାରୀଙ୍କୁ ହତ୍ୟା କଲେ ଆତଙ୍କୀ

କାବୁଲ: ଆଫଗାନିସ୍ତାନର କାନ୍ଦାହାର ସ୍ଥିତ ଏକ ଡିଷ୍ଟ୍ରିକ୍ଟ ସେଣ୍ଟର ମଧ୍ୟରେ ତାଲିବାନୀ ଆତଙ୍କବାଦୀମାନେ ରକ୍ତର ହୋଲି ଖେଳିଛନ୍ତି। ଏଠାରେ ଥିବା ୮ ଜଣ ନିର୍ବାଚନ ଅଧିକାରୀଙ୍କୁ ସେମାନେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହି ନିର୍ବାଚନ ଅଧିକାରୀମାନେ ଲୋକଙ୍କ ନାଁ ଭୋଟର ଲିଷ୍ଟରେ ସାମିଲ କରିବା ପାଇଁ ଏଠାକୁ ଆସିଥିଲେ। ଆତଙ୍କବାଦୀମାନେ ଲୋକଙ୍କୁ ନିର୍ବାଚନ ଜରିଆରେ ମୁଖ୍ୟସ୍ରୋତରେ ସାମିଲ ହେବା ଉଦ୍ୟମକୁ ବିରୋଧ କରିଥିଲେ। ଏହା ସତ୍ତ୍ୱେ ନିର୍ବାଚନ ଅଧିକାରୀମାନେ ଭୋଟର ଲିଷ୍ଟ […]

u

u

Hemant Lenka
  • Published: Sunday, 30 June 2019
  • Updated: 30 June 2019, 05:46 PM IST

Sports

Latest News

କାବୁଲ: ଆଫଗାନିସ୍ତାନର କାନ୍ଦାହାର ସ୍ଥିତ ଏକ ଡିଷ୍ଟ୍ରିକ୍ଟ ସେଣ୍ଟର ମଧ୍ୟରେ ତାଲିବାନୀ ଆତଙ୍କବାଦୀମାନେ ରକ୍ତର ହୋଲି ଖେଳିଛନ୍ତି। ଏଠାରେ ଥିବା ୮ ଜଣ ନିର୍ବାଚନ ଅଧିକାରୀଙ୍କୁ ସେମାନେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହି ନିର୍ବାଚନ ଅଧିକାରୀମାନେ ଲୋକଙ୍କ ନାଁ ଭୋଟର ଲିଷ୍ଟରେ ସାମିଲ କରିବା ପାଇଁ ଏଠାକୁ ଆସିଥିଲେ।

ଆତଙ୍କବାଦୀମାନେ ଲୋକଙ୍କୁ ନିର୍ବାଚନ ଜରିଆରେ ମୁଖ୍ୟସ୍ରୋତରେ ସାମିଲ ହେବା ଉଦ୍ୟମକୁ ବିରୋଧ କରିଥିଲେ। ଏହା ସତ୍ତ୍ୱେ ନିର୍ବାଚନ ଅଧିକାରୀମାନେ ଭୋଟର ଲିଷ୍ଟ ପ୍ରସ୍ତୁତ କରୁଥିବାରୁ ଆତଙ୍କବାଦୀମାନେ ଉତକ୍ଷିପ୍ତ ହୋଇପଡ଼ିଥିଲେ। ଏଥିପାଇଁ ୧୦ରୁ ୧୨ ଜଣ ସଶସ୍ତ୍ର ଆତଙ୍କବାଦୀ ଡିଷ୍ଟ୍ରିକ୍ଟ ସେଣ୍ଟରରେ ପହଞ୍ଚି ନିର୍ବାଚନ ଅଧିକାରୀମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ତାଲିବାନ ଆତଙ୍କୀ ସଂଗଠନ ପକ୍ଷରୁ ଗତକାଲି ଏକ ମିଲିଟାରୀ ଚେକ୍‌ ପଏଣ୍ଟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏଥିରେ ୮ ଜଣ ଆଫଗାନିସ୍ତାନ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story