ରାଜନେତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ: ତାମିଲ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ରବିବାର ନାମ ତାମିଜହର ପାର୍ଟିର ନେତା ସୀମାନ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫେସବୁକରେ ଭିଡିଓ ଜାରି କରି ବିଜୟ ଲକ୍ଷ୍ମୀ କହିଥିଲେ ଯେ ତାଙ୍କୁ ସୀମାନ ଓ ତାଙ୍କ ଦଳର ସଦସ୍ୟମାନେ ନିୟମିତ ଭାବେ ମାନସିକ ନିର୍ଯାତନା ଦେଇଚାଲିଛନ୍ତି। ଏଥିସହ ସେ ସୀମାନ ଓ ହରି ନାଦରଙ୍କୁ ପୁଲିସ୍‌ ନିର୍ଯାତନା […]

do

do

Hemant Lenka
  • Published: Monday, 27 July 2020
  • Updated: 27 July 2020, 12:23 PM IST

Sports

Latest News

ଚେନ୍ନାଇ: ତାମିଲ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ରବିବାର ନାମ ତାମିଜହର ପାର୍ଟିର ନେତା ସୀମାନ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଫେସବୁକରେ ଭିଡିଓ ଜାରି କରି ବିଜୟ ଲକ୍ଷ୍ମୀ କହିଥିଲେ ଯେ ତାଙ୍କୁ ସୀମାନ ଓ ତାଙ୍କ ଦଳର ସଦସ୍ୟମାନେ ନିୟମିତ ଭାବେ ମାନସିକ ନିର୍ଯାତନା ଦେଇଚାଲିଛନ୍ତି। ଏଥିସହ ସେ ସୀମାନ ଓ ହରି ନାଦରଙ୍କୁ ପୁଲିସ୍‌ ନିର୍ଯାତନା ମାମଲାରେ ଗିରଫ କରିବା ଦରକାର ବୋଲି କହିଛନ୍ତି।
https://www.facebook.com/FilmyFocusTamil/videos/855612898178695/

ସେ ଭିଡିଓରେ କହିଥିଲେ ଯେ “ଏହା ମୋର ଶେଷ ଭିଡିଓ। ଦୀର୍ଘ ୪ ମାସ ହେଲା ମୁଁ ପୂରା ଚାପରେ ରହୁଛି। ସୀମାନ ଓ ତାଙ୍କ ପାର୍ଟିର ସଦସ୍ୟମାନେ ମୋତେ ନିର୍ଯାତନା ଦେଇ ଚାଲିଛନ୍ତି। ମୁଁ ମୋର ମା’ ଓ ଉଭଣୀଙ୍କ ପାଇଁ ବଞ୍ଚିବାକୁ ବହୁତ ଚେଷ୍ଟା କରିଥିଲି। ମିଡିଆରେ ହରି ନାଦର ମୋତେ ଅନେକ ଯନ୍ତ୍ରଣା ଦେଇଛନ୍ତି।

ମୁଁ ଏବେ ବିପି ଟ୍ୟାବଲେଟ ଖାଇ ସାରିଛି। ଆଉ କିଛି ସମୟ ପରେ ମୋ ବିପି ହ୍ରାସ ପାଇବ ଓ ମୁଁ ସବୁଦିନ ପାଇଁ ଶୋଇଯିବି। ଯେଉଁମାନେ ମୋ ଭିଡିଓ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ କର୍ଣ୍ଣାଟକରେ ମୋର ଜନ୍ମ ହୋଇଥିବାରୁ ସୀମାନ ମୋତେ ନିର୍ଯାତନା ଦେଇଚାଲିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story