ଏନ୍‌ଡିଏରୁ ଓହରିଲା ଟିଡିପି, ଚନ୍ଦ୍ରବାବୁ କହିଲେ କୁତ୍ସିତ ରାଜନୀତି ଚାଲିଛି

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନା ସରିଲା। ଶେଷରେ ଏନ୍‌ଡିଏରୁ ହାତ ଛାଡିଦେଲା ଟିଡିପି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଓହରିଲା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି)।  ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଟୁଇଟ୍ କରି ଚନ୍ଦ୍ରବାବୁ ଏନ୍‌ଡିଏରୁ ହାତ ଛାଡଇବା କଥା ଘୋଷଣା କରିଛନ୍ତି। ଲୋକସଭାରେ ଏବେ ଟିଡିପିର ୧୬ଜଣ ଲୋକସଭା ସାଂସଦ ଅଛନ୍ତି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସହ […]

modi

modi

Rakesh Mallick
  • Published: Friday, 16 March 2018
  • Updated: 16 March 2018, 09:43 AM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନା ସରିଲା। ଶେଷରେ ଏନ୍‌ଡିଏରୁ ହାତ ଛାଡିଦେଲା ଟିଡିପି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଓହରିଲା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି)।  ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଟୁଇଟ୍ କରି ଚନ୍ଦ୍ରବାବୁ ଏନ୍‌ଡିଏରୁ ହାତ ଛାଡଇବା କଥା ଘୋଷଣା କରିଛନ୍ତି। ଲୋକସଭାରେ ଏବେ ଟିଡିପିର ୧୬ଜଣ ଲୋକସଭା ସାଂସଦ ଅଛନ୍ତି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସହ ପ୍ୟାକେଜ୍ ପ୍ରସଙ୍ଗକୁ ନେଇ ବିଜେପି-ଟିଡିପି ସମ୍ପର୍କରେ ତିକ୍ତତା ଆସିଥିଲା। ଦଳର ଦୁଇମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତିା ଆନ୍ଧ୍ର ସରକାରରୁ ବିଜେପିର ଦୁଇ ମନ୍ତ୍ରୀ ମଧ୍ୟ ଓହରି ଯାଇଛନ୍ତି । ବିଭାଜନ ଯୋଗୁଁ ଆନ୍ଧ୍ର ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପି କୁତ୍ସିତ ରାଜନୀତି କରୁଥିବା ଟିଡିପି ଅଭିଯୋଗ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story