ଆଧାର କାର୍ଡ ନ ଥିବାରୁ ଛାତ୍ରଙ୍କୁ ଶିକ୍ଷକଙ୍କ ନିର୍ମମ ମାଡ଼

ମୁମ୍ୱାଇ: ଜଣେ ଛାତ୍ରଙ୍କ ପାଖରେ ଆଧାର କାର୍ଡ ନଥିବାରୁ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଛନ୍ତି ଶିକ୍ଷକ। ଏହି ଅଭାବନୀୟ ଘଟଣା ଘଟିଛି ମୁମ୍ୱାଇର ଘାଟକୋପର ଅଞ୍ଚଳରେ ଥିବା ଏକ ସ୍କୁଲରେ। ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଶିକ୍ଷକ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି। ପୁଣି ଅଭିଯୁକ୍ତ ଶିକ୍ଷକ ଛାତ୍ରଙ୍କ ମୁଣ୍ଡରେ ପୂର୍ବରୁ ଲାଗିଥିବା ଆଘାତ ସ୍ଥାନରେ ହିଁ ମାଡ଼ ମାରିଛନ୍ତି। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର […]

aadhar

aadhar

Rakesh Mallick
  • Published: Friday, 29 September 2017
  • Updated: 29 September 2017, 08:45 AM IST

Sports

Latest News

ମୁମ୍ୱାଇ: ଜଣେ ଛାତ୍ରଙ୍କ ପାଖରେ ଆଧାର କାର୍ଡ ନଥିବାରୁ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଛନ୍ତି ଶିକ୍ଷକ। ଏହି ଅଭାବନୀୟ ଘଟଣା ଘଟିଛି ମୁମ୍ୱାଇର ଘାଟକୋପର ଅଞ୍ଚଳରେ ଥିବା ଏକ ସ୍କୁଲରେ। ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଶିକ୍ଷକ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି।

ପୁଣି ଅଭିଯୁକ୍ତ ଶିକ୍ଷକ ଛାତ୍ରଙ୍କ ମୁଣ୍ଡରେ ପୂର୍ବରୁ ଲାଗିଥିବା ଆଘାତ ସ୍ଥାନରେ ହିଁ ମାଡ଼ ମାରିଛନ୍ତି। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି। ସେ ଅନେକ ସମୟରେ ଅଚେତ୍ ହୋଇପଡୁଥିବା ଜଣାପଡ଼ିଛି। ଅଭିଯୁକ୍ତ ଶିକ୍ଷକ ଏହି ଘଟଣାକୁ ଅସ୍ୱୀକାର କରୁଥିବା ବେଳେ  ସିସିଟିଭି ଫୁଟେଜ୍‌ରେ ତାଙ୍କ କଳାକାରନାମା କଏଦ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଶିକ୍ଷକଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos