ଭାଇରାଲ ହେଉଛି ତେଜପ୍ରତାପ ଓ ତାଙ୍କ ପତ୍ନୀଙ୍କ ଫଟୋ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲାଲୁ ପ୍ରସାଦ ଯାଦବଙ୍କ ନବବିବାହିତ ପୁଅ ତେଜପ୍ରତାପ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଏକ ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ ତେଜ ସାଇକେଲରେ ପତ୍ନୀକୁ ବସାଇ ବୁଲାଉଥିବା ଦେଖିବାକୁ ମିଳିଛି। ସର୍କୁଲାର ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ସରକାରୀ ବାସଭବନ ୧୦ରେ ଏହି ଫଟୋ ଉଠାଯାଇଛି। ଏବେ ଏଠାରେ ତେଜପ୍ରତାପ ରହୁଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋରେ ତେଜ ଧଳା ରଙ୍ଗର କୁର୍ତା ପିନ୍ଧିଥିବା […]

tej-aishwarya

tej-aishwarya

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 02:43 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲାଲୁ ପ୍ରସାଦ ଯାଦବଙ୍କ ନବବିବାହିତ ପୁଅ ତେଜପ୍ରତାପ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଏକ ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ ତେଜ ସାଇକେଲରେ ପତ୍ନୀକୁ ବସାଇ ବୁଲାଉଥିବା ଦେଖିବାକୁ ମିଳିଛି। ସର୍କୁଲାର ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ସରକାରୀ ବାସଭବନ ୧୦ରେ ଏହି ଫଟୋ ଉଠାଯାଇଛି। ଏବେ ଏଠାରେ ତେଜପ୍ରତାପ ରହୁଛନ୍ତି।

ଭାଇରାଲ ହୋଇଥିବା ଏହି ଫଟୋରେ ତେଜ ଧଳା ରଙ୍ଗର କୁର୍ତା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ନାରଙ୍ଗୀ ରଙ୍ଗର ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ମେ’ ୧୨ ତାରଖରେ ହୋଇଥିଲା। ଏହି ବିବାହ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସେହିପରି ସମସ୍ତ ରାଜନୈତିକ ରାଗ ରୁସା ଭୁଲି ନୀତିଶ କୁମାର ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହାସହ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଲାଲୁ ପ୍ରସାଦ ଯାଦବ ପୋରଲରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story