ଲୋଡିଂ ବେଳେ କ୍ରେନ ଖସିପଡ଼ି ଚାଲିଗଲା ୧୦ ଜଣଙ୍କ ଜୀବନ, ଭିଡିଓ ଭାଇରାଲ

ବିଶାଖାପଟନମ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଥିବା ହିନ୍ଦୁସ୍ତାନ ଶିପୟାର୍ଡରେ ଭୟଙ୍କର ଦୁର୍ଘଟଣା ଘଟିଛି। ଶିପୟାର୍ଡରେ କାର୍ଯ୍ୟ କରୁଥିବା ଗୋଟିଏ ବିଶାଳକାୟ କ୍ରେନ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି କ୍ରେନ ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଲୋଡ୍‌ ଟେଷ୍ଟିଂ କାମ ଚାଲୁଥିବା ବେଳେ ହିଁ କ୍ରେନ୍‌ଟି ଖସି ପଡ଼ିଥିବା ଖବର ମିଳିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଶ୍ରମିକ […]

da

da

Hemant Lenka
  • Published: Saturday, 01 August 2020
  • Updated: 01 August 2020, 02:38 PM IST

Sports

Latest News

ବିଶାଖାପଟନମ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଥିବା ହିନ୍ଦୁସ୍ତାନ ଶିପୟାର୍ଡରେ ଭୟଙ୍କର ଦୁର୍ଘଟଣା ଘଟିଛି। ଶିପୟାର୍ଡରେ କାର୍ଯ୍ୟ କରୁଥିବା ଗୋଟିଏ ବିଶାଳକାୟ କ୍ରେନ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି କ୍ରେନ ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଲୋଡ୍‌ ଟେଷ୍ଟିଂ କାମ ଚାଲୁଥିବା ବେଳେ ହିଁ କ୍ରେନ୍‌ଟି ଖସି ପଡ଼ିଥିବା ଖବର ମିଳିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଶ୍ରମିକ ଓ ଲୋକମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି। ଆହତଙ୍କୁ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
https://twitter.com/i/status/1289483468380893186

ଶିପୟାର୍ଡ ଅଧିକାରୀମାନେ ଦୁର୍ଘଟଣା ବେଳେ କେତେ ଜଣ ଶ୍ରମିକ କାମ କରୁଥିଲେ, ତା’ର ତାଲିକା ପ୍ରସ୍ତୁତ କରାଯାଉଛି। ଫଳରେ ଏହା ମଧ୍ୟରେ କେତେ ଲୋକ ଫସି ରହିଛନ୍ତି, ତାହା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story