ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସର୍ଚ୍ଚ ଅପରେସନ ଜାରି

ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା। ସାମ୍ବା ସେକ୍ଟରରେ ୫ଜଣ ଆତଙ୍କବାଦୀ ପଶି ଆସିଥିବା ସନ୍ଦେହ କରାଯାଉଛି। ସେମାନେ ଏକ ଷୁଡଙ୍ଗ ଦେଇ ଅନୁପ୍ରବେଶ କରିଥିବା ଜଣାପଡିଛି। ଗତକାଲି ସନ୍ଧ୍ୟାରେ ସେମାନେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାର ଦେଖିବାକୁ ମିଳିଥିଲା।  ପଳରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲେ ଅପରେସନ। କିନ୍ତୁ ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା। ଏହାପରେ ହାଇ ଆଲର୍ଟ ଜାରି କରାଯାଇ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ବୋଲି […]

jammu-and-kashmir-police-generic-afp_650x400_61525612202

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 05:33 PM IST

Sports

Latest News

ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା। ସାମ୍ବା ସେକ୍ଟରରେ ୫ଜଣ ଆତଙ୍କବାଦୀ ପଶି ଆସିଥିବା ସନ୍ଦେହ କରାଯାଉଛି। ସେମାନେ ଏକ ଷୁଡଙ୍ଗ ଦେଇ ଅନୁପ୍ରବେଶ କରିଥିବା ଜଣାପଡିଛି। ଗତକାଲି ସନ୍ଧ୍ୟାରେ ସେମାନେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାର ଦେଖିବାକୁ ମିଳିଥିଲା।  ପଳରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲେ ଅପରେସନ। କିନ୍ତୁ ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା। ଏହାପରେ ହାଇ ଆଲର୍ଟ ଜାରି କରାଯାଇ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ବୋଲି କଠୁଆ ଏସପି ଶ୍ରୀଧର ପଟେଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଜାମ୍ମୁ କାଶ୍ମୀର ଗସ୍ତ କରି ଉତ୍ତର କାଶ୍ମୀରର କିଶାନଗଙ୍ଗା ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆକାଶମାର୍ଗରୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story