ଅପରେସନ ଅଲଆଉଟ୍‌କୁ ଆତଙ୍କୀଙ୍କ ଫୁ’, ତଥାପି ବର୍ଷକରେ ଗଡ଼ିଛି ୧୧୩ ମୁଣ୍ଡ

ନୂଆଦିଲ୍ଲୀ: ଜମ୍ମୁ-କଶ୍କୀରରେ ଆତଙ୍କବାଦର ମୂଳପୋଛ କରିବାକୁ ମୋଦି ସରାକାର ଅପରେସନ ଅଲଆଉଟକୁ ଅହେତୁକ ସଫଳତା ମିଳିଛି। ହେଲେ ଏହି ଅପରେସନ ଅଲଆଉଟ୍‌କୁ ଆତଙ୍କବାଦୀମାନେ ଫୁ’ କରି ଉଡ଼ାଇଛନ୍ତି। ୨୦୧୪ ତୁଳନାରେ ୨୦୧୮ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି। ୨୦୧୪ରେ ୨୨୨ଟି ଆତଙ୍କୀ କାର୍ଯ୍ୟକଳାପ ଘଟଣା ସାମ୍ନାକୁ ଆସିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୬୧୪ରେ ପହଞ୍ଚିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କ୍ରୀଷ୍ଣା ରେଡ୍ଡୀ ଲୋକସଭାରେ ଦେଇଥିବା ରିପୋର୍ଟ ଅନୁଯାୟୀ, ୨୦୧୬ରୁ ୨୦୧୯ […]

sa

sa

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 02:12 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍କୀରରେ ଆତଙ୍କବାଦର ମୂଳପୋଛ କରିବାକୁ ମୋଦି ସରାକାର ଅପରେସନ ଅଲଆଉଟକୁ ଅହେତୁକ ସଫଳତା ମିଳିଛି। ହେଲେ ଏହି ଅପରେସନ ଅଲଆଉଟ୍‌କୁ ଆତଙ୍କବାଦୀମାନେ ଫୁ’ କରି ଉଡ଼ାଇଛନ୍ତି। ୨୦୧୪ ତୁଳନାରେ ୨୦୧୮ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି। ୨୦୧୪ରେ ୨୨୨ଟି ଆତଙ୍କୀ କାର୍ଯ୍ୟକଳାପ ଘଟଣା ସାମ୍ନାକୁ ଆସିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୬୧୪ରେ ପହଞ୍ଚିଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କ୍ରୀଷ୍ଣା ରେଡ୍ଡୀ ଲୋକସଭାରେ ଦେଇଥିବା ରିପୋର୍ଟ ଅନୁଯାୟୀ, ୨୦୧୬ରୁ ୨୦୧୯ ଜୁନ୍‌ ୧୬ ଯାଏ ଜମ୍ମୁ-କଶ୍ମୀରରେ ୭୭୩ ଜଣ ଆତଙ୍କବାଦୀ ଅପରେସନ ଅଲଆଉଟ୍‌ ଦ୍ୱାରା ନିହତ ହୋଇଛନ୍ତି। ସେହିପରି କେବଳ ଚଳିତ ବର୍ଷ ୧୧୩ ଜଣ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ୧୮ ଜଣ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଯାଇଛି।

୨୦୧୮ରେ ସର୍ବାଧିକ ୨୫୭ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ୨୦୧୭ରେ ୨୧୩ ଓ ୨୦୧୬ରେ ୧୫୦ ଜଣ ଆତଙ୍କୀଙ୍କୁ ସୁରକ୍ଷାକର୍ମୀମାନେ ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କୀ ହମ୍‌ଲା କରିଥିଲେ। ଏଥିରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହା କଶ୍ମୀରରେ ସବୁଠାରୁ ବଡ଼ ଧରଣର ଆତଙ୍କୀ ହମ୍‌ଲା ବୋଲି ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story