ମନ୍ତ୍ରୀଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼: ୩ ମୃତ, ମନ୍ତ୍ରୀ ସୁରକ୍ଷିତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଟ୍ରାଲ ସହରରେ ଆଜି ହୋଇଛି ଆତଙ୍କବାଦୀ ହମ୍‌ଲା। ରାଜଧାନୀ ଶ୍ରୀନଗରଠାରୁ ୨୫ ମାଇଲ୍‌ ଦୂରରେ ହୋଇଥିବା ଏହି ଆକ୍ରମଣରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ୧୨ ଜଣ ସୁରକ୍ଷା କର୍ମଚାରୀଙ୍କ ସହ କିଛି ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଜମ୍ମୁ ଓ କାଶ୍ମୀରର ମନ୍ତ୍ରୀ ନଇମ ଅଖତରଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ତେବେ ମନ୍ତ୍ରୀ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 02:05 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଟ୍ରାଲ ସହରରେ ଆଜି ହୋଇଛି ଆତଙ୍କବାଦୀ ହମ୍‌ଲା। ରାଜଧାନୀ ଶ୍ରୀନଗରଠାରୁ ୨୫ ମାଇଲ୍‌ ଦୂରରେ ହୋଇଥିବା ଏହି ଆକ୍ରମଣରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ୧୨ ଜଣ ସୁରକ୍ଷା କର୍ମଚାରୀଙ୍କ ସହ କିଛି ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।

ଜମ୍ମୁ ଓ କାଶ୍ମୀରର ମନ୍ତ୍ରୀ ନଇମ ଅଖତରଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ତେବେ ମନ୍ତ୍ରୀ ସୁରକ୍ଷିତ ଅଛନ୍ତି। ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି।

ଆକ୍ରମଣ କରି ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ। ସେମାନେ ଦୁଇଟି ଗ୍ରେନେଡ୍ ଫୋପାଡ଼ି ଥିଲେ। ଟ୍ରାଲର ବସ୍‌ ଷ୍ଟାଣ୍ଡ ନିକଟରେ ଏହି ଆକ୍ରମଣ ହୋଇଥିଲା।

ଆହତ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ୮ ଜଣ ଅର୍ଦ୍ଧସାମରିକ ବଳର ହୋଇଥିବା ବେଳେ ଚାରି ଜଣ ହେଉଛନ୍ତି ପୋଲିସ୍ କର୍ମଚାରୀ।

ପୋଲିସ୍ ଉକ୍ତ ଅଞ୍ଚଳକୁ ସିଲ୍ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story