ସିଆର୍‌ପିଏଏଫ୍ ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ସବ୍‌ ଇନ୍ସପେକ୍ଟର ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ (ସିଆର୍‌ପିଏଏଫ୍) ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ସବ୍‌ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ଏହାସହ କେତେକ ଯବାନ ଗୁରୁତର ଆହତ ହୋଇଛନ୍ତି।

ସିଆର୍‌ପିଏଫ୍ ଆଇଜି ରବିଦୀପ ସାହି କହିଛନ୍ତି,“ ଆମ ଗାଡ଼ି ଉପରକୁ ଗୁଳି ମାଡ଼ କରାଯାଇଛି। ଏଥିରେ ଜଣେ ସବ୍ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ଏହାସହିତ ୨ ଜଣ ଯବାନ ଆହତ ହୋଇଛନ୍ତି। ଆମେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଉଛୁ।”

ସହିଦ ସବ୍ ଇନ୍ସପେକ୍ଟର ନାଁ ସାହେବ ଶୁକ୍ଳା।

ଗତକାଲି ସନ୍ଧ୍ୟା ୫ଟା୩୦ ମିନିଟରେ ପଥଂ ଚୌକ ବାଇପାସ୍ ନିକଟରେ ସିଆରପିଏଫ୍ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସିଆରପିଏଫ୍ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷା ବଳଙ୍କୁ ପଠାଯାଇଛି। ସଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଆହୁରି ପଢ଼ନ୍ତୁ

ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ସିବିଏସ୍‌ଇ ସିଲାବସ୍‌ ୩୦% କମିବ, ବିଷୟବସ୍ତୁ ପରୀକ୍ଷାରେ ପଡ଼ିବନି

ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ମାସ୍କ ଓ ସାନିଟାଇଜର

କାହିଁକି ସୁଶାନ୍ତଙ୍କୁ ୪ଟି ଫିଲ୍ମରୁ ବାଦ୍‌ ଦେଇଥିଲେ ସଞ୍ଜୟ ଲୀଲା ବଂଶାଲୀ, ପୁଲିସ୍‌ ଆଗରେ ରଖିଲେ ତଥ୍ୟ

ଆମ୍ବୁଲାନ୍ସରେ କରୋନା ମୃତକଙ୍କ ଶବ ଆଣିଲେ, ପାର୍କିଂ ଅଞ୍ଚଳରେ ଫୋପାଡ଼ି ଚାଲିଗଲେ

ଚାଇନାରେ ଚିହ୍ନଟ ହେବା ପୂର୍ବରୁ ସମଗ୍ର ବିଶ୍ୱରେ ଲୁଚି ରହିଥିଲା କରୋନା!

ଦେଶରେ ୭ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୦ ହଜାର ପାର୍‌

ବିଦେଶୀ ଶିକ୍ଷାର୍ଥୀଙ୍କୁ ଦେଶରୁ ବିଦା କରିବା ପାଇଁ ଆମେରିକାର ନୂଆ ରଣନୀତି

ଟିକ୍‌ଟକ ସହ ସମସ୍ତ ଚାଇନିଜ ଆପକୁ ବ୍ୟାନ୍‌ କରିବ ଆମେରିକା

୧୯୬୨ ଭଳି ଧୋକା ଦେବ କି ଚାଇନା, ପୂରା ରାତି ବାୟୁସେନାର ଅପରେସନ