ସିଆର୍‌ପିଏଏଫ୍ ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ସବ୍‌ ଇନ୍ସପେକ୍ଟର ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ (ସିଆର୍‌ପିଏଏଫ୍) ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ସବ୍‌ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ଏହାସହ କେତେକ ଯବାନ ଗୁରୁତର ଆହତ ହୋଇଛନ୍ତି। ସିଆର୍‌ପିଏଫ୍ ଆଇଜି ରବିଦୀପ ସାହି କହିଛନ୍ତି,“ ଆମ ଗାଡ଼ି ଉପରକୁ ଗୁଳି ମାଡ଼ କରାଯାଇଛି। ଏଥିରେ ଜଣେ ସବ୍ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ଏହାସହିତ ୨ ଜଣ ଯବାନ ଆହତ ହୋଇଛନ୍ତି। ଆମେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଉଛୁ।” […]

srinagar-crpf

srinagar-crpf

Rakesh Mallick
  • Published: Sunday, 25 June 2017
  • Updated: 25 June 2017, 08:09 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ (ସିଆର୍‌ପିଏଏଫ୍) ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ସବ୍‌ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ଏହାସହ କେତେକ ଯବାନ ଗୁରୁତର ଆହତ ହୋଇଛନ୍ତି।

ସିଆର୍‌ପିଏଫ୍ ଆଇଜି ରବିଦୀପ ସାହି କହିଛନ୍ତି,“ ଆମ ଗାଡ଼ି ଉପରକୁ ଗୁଳି ମାଡ଼ କରାଯାଇଛି। ଏଥିରେ ଜଣେ ସବ୍ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ଏହାସହିତ ୨ ଜଣ ଯବାନ ଆହତ ହୋଇଛନ୍ତି। ଆମେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଉଛୁ।”

ସହିଦ ସବ୍ ଇନ୍ସପେକ୍ଟର ନାଁ ସାହେବ ଶୁକ୍ଳା।

ଗତକାଲି ସନ୍ଧ୍ୟା ୫ଟା୩୦ ମିନିଟରେ ପଥଂ ଚୌକ ବାଇପାସ୍ ନିକଟରେ ସିଆରପିଏଫ୍ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସିଆରପିଏଫ୍ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷା ବଳଙ୍କୁ ପଠାଯାଇଛି। ସଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story