ଟ୍ୟାସ୍‌ ଅଧିକାରୀଙ୍କ ଅପହୃତ ପୁଅର ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ଟ୍ୟାକ୍ସ ଅଧିକାରୀଙ୍କ ପୁଅଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ବେଙ୍ଗାଲୁରୁ ଉପକଣ୍ଠରେ ଥିବା ରାମୋହଲ୍ଲୀ ହ୍ରଦ ପାଖରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ମୃତକଙ୍କ ଘନିଷ୍ଠ ସାଙ୍ଗ। ସେପ୍ଟେମ୍ବର ୧୨ ତାରିଖରେ ଟ୍ୟାକ୍ସ ଅଧିକାରୀ ନିରଂଜନ କୁମାରଙ୍କ ପୁଅ ଶରତକୁ ଅପହରଣ କରାଯାଇଥିଲା। ଅପହରଣ ପରେ ଦୁର୍ବୃତ୍ତମାନେ ଶରତକୁ ଛାଡ଼ିବା ଲାଗି ୫୦ ଲକ୍ଷ ଟଙ୍କା ଦାବି […]

432197823-raid_6

432197823-raid_6

Rakesh Mallick
  • Published: Friday, 22 September 2017
  • Updated: 22 September 2017, 08:11 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ଟ୍ୟାକ୍ସ ଅଧିକାରୀଙ୍କ ପୁଅଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ବେଙ୍ଗାଲୁରୁ ଉପକଣ୍ଠରେ ଥିବା ରାମୋହଲ୍ଲୀ ହ୍ରଦ ପାଖରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ମୃତକଙ୍କ ଘନିଷ୍ଠ ସାଙ୍ଗ।

ସେପ୍ଟେମ୍ବର ୧୨ ତାରିଖରେ ଟ୍ୟାକ୍ସ ଅଧିକାରୀ ନିରଂଜନ କୁମାରଙ୍କ ପୁଅ ଶରତକୁ ଅପହରଣ କରାଯାଇଥିଲା। ଅପହରଣ ପରେ ଦୁର୍ବୃତ୍ତମାନେ ଶରତକୁ ଛାଡ଼ିବା ଲାଗି ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ହ୍ୱାଟ୍ସଆପ୍‌ରେ ସେମାନେ ଟଙ୍କା ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story