ଦାଉଦ ସହଯୋଗୀକୁ ଭାରତ ପଠାଇବ ନାହିଁ ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ: ଡି କମ୍ପାନୀର ବରିଷ୍ଠ ସଦସ୍ୟ ତଥା ଅଣ୍ଡର ୱାଲର୍ଡ ଦାଉଦ୍‌ ଇବ୍ରାହିମ୍‌ର ଘନିଷ୍ଠ ସହଯୋଗୀ ମୁନ୍ନା ଜିହ୍ନଗଦାକୁ ଭାରତ ସରକାର କାବୁ କରିବା ପାଇଁ ଯେଉଁ ପ୍ରୟାସ କରୁଥିଲେ, ତାହା ଫସର ଫାଟି ଯାଇଛି। ମୁନ୍ନା ଥାଇଲ୍ୟାଣ୍ଡରେ ଏକ ହତ୍ୟା ଉଦ୍ୟମ ମାମଲାରେ ୧୬ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛି। ତାକୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଥାଇଲ୍ୟାଣ୍ଡ ସହ କଥାବାର୍ତ୍ତା ଚଳାଇଥିଲେ। ହେଲେ ମୁନ୍ନାକୁ କୌଣସି ପ୍ରକାରର ଭାରତକୁ ହସ୍ତାନ୍ତର […]

ccc

ccc

Hemant Lenka
  • Published: Wednesday, 02 October 2019
  • Updated: 02 October 2019, 05:52 PM IST

Sports

Latest News

ନୂଆଦିଲ୍ଲୀ: ଡି କମ୍ପାନୀର ବରିଷ୍ଠ ସଦସ୍ୟ ତଥା ଅଣ୍ଡର ୱାଲର୍ଡ ଦାଉଦ୍‌ ଇବ୍ରାହିମ୍‌ର ଘନିଷ୍ଠ ସହଯୋଗୀ ମୁନ୍ନା ଜିହ୍ନଗଦାକୁ ଭାରତ ସରକାର କାବୁ କରିବା ପାଇଁ ଯେଉଁ ପ୍ରୟାସ କରୁଥିଲେ, ତାହା ଫସର ଫାଟି ଯାଇଛି। ମୁନ୍ନା ଥାଇଲ୍ୟାଣ୍ଡରେ ଏକ ହତ୍ୟା ଉଦ୍ୟମ ମାମଲାରେ ୧୬ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛି। ତାକୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଥାଇଲ୍ୟାଣ୍ଡ ସହ କଥାବାର୍ତ୍ତା ଚଳାଇଥିଲେ।

ହେଲେ ମୁନ୍ନାକୁ କୌଣସି ପ୍ରକାରର ଭାରତକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ଆଜି ଥାଇଲ୍ୟାଣ୍ଡ ପକ୍ଷରୁ କୁହାଯାଇଛି। ପୂର୍ବରୁ ତଳ କୋର୍ଟ ୨୦୧୮ରେ ମୁନ୍ନାକୁ ଭାରତୀୟ ନାଗରିକ ବୋଲି ବିଚାର କରିବା ସହ ତାକୁ ଭାରତ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଆଜି ଥାଇଲ୍ୟାଣ୍ଡର ଆଉ ଏକ କୋର୍ଟ ଏହି ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିଦେଇଛନ୍ତି। ମୁନ୍ନା ଭାରତର ନାଗରିକ ବୋଲି ଗୁନ୍ଦା ବିଭାଗ ସମସ୍ତ ପ୍ରକାରର ପ୍ରମାଣ ତଳ କୋର୍ଟଙ୍କୁ ଦେଇଥିଲେ। ଏହାପରେ ତଳ କୋର୍ଟ ମୁନ୍ନା ବିପକ୍ଷରେ ଯାଇ ଭାରତ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ।

ମୁନ୍ନାକୁ ଭାରତ ସରକାର କାବୁ କରିବା ପରେ ଦାଉଦ ପାକିସ୍ତାନରେ ରହିଥିବା ପ୍ରମାଣ କରିପାରିବେ ବୋଲି ଲକ୍ଷ୍ୟ ରଖିଥିଲେ। ହେଲେ ଏବେ ଥାଇଲ୍ୟାଣ୍ଡ ସରକାର ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story