ସାଂଘାତିକ: ଟଙ୍କା ଦେଲେ ବିନା ଟେଷ୍ଟରେ ମିଳୁଛି କରୋନା ରିପୋର୍ଟ

ନୂଆଦିଲ୍ଲୀ: କରୋନା ଭାଇରସ ଭଳି ସାଂଘାତିକ ରୋଗ ସମୟରେ ଦଲାଲି କରି ଲୋକଙ୍କ ଜୀବନ ସହ ଖେଳାଳିବାକୁ ପଛାଉ ନାହାନ୍ତି କିଛି ଲ୍ୟାବ ଅଧିକାରୀ। ଘରୋଇ ନୁହେଁ ବରଂ ସରକାରୀ ଅର୍ଥରେ ପରିଚାଳିତ ଲ୍ୟାବରେ କାମ କରୁଥିବା କର୍ମଚାରୀମାନେ ଟଙ୍କା ନେଇ ଲୋକଙ୍କ ଇଚ୍ଛାରେ ମିଥ୍ୟା ରିପୋର୍ଟ ଦେବା ଭଳି ସାଂଘାତିକ ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଷ୍ଟିଙ୍ଗ ଅପରେସନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଆପଣ ଯଦି ଟଙ୍କା ଦେବେ, ତା’ହେଲେ […]

ff

ff

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 06:20 PM IST

ନୂଆଦିଲ୍ଲୀ: କରୋନା ଭାଇରସ ଭଳି ସାଂଘାତିକ ରୋଗ ସମୟରେ ଦଲାଲି କରି ଲୋକଙ୍କ ଜୀବନ ସହ ଖେଳାଳିବାକୁ ପଛାଉ ନାହାନ୍ତି କିଛି ଲ୍ୟାବ ଅଧିକାରୀ। ଘରୋଇ ନୁହେଁ ବରଂ ସରକାରୀ ଅର୍ଥରେ ପରିଚାଳିତ ଲ୍ୟାବରେ କାମ କରୁଥିବା କର୍ମଚାରୀମାନେ ଟଙ୍କା ନେଇ ଲୋକଙ୍କ ଇଚ୍ଛାରେ ମିଥ୍ୟା ରିପୋର୍ଟ ଦେବା ଭଳି ସାଂଘାତିକ ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଷ୍ଟିଙ୍ଗ ଅପରେସନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଆପଣ ଯଦି ଟଙ୍କା ଦେବେ, ତା’ହେଲେ ଗୋଟିଏ ଦିନ ମଧ୍ୟରେ ଆପଣଙ୍କୁ ବିନା ଟେଷ୍ଟରେ ଆପଣଙ୍କ ଇଚ୍ଛା ଅନୁସାରେ କରୋନା ପଜିଟିଭ ଓ ନେଗେଟିଭ ରିପୋର୍ଟ ମିଳିପାରିବ।

କାନପୁରର ୟୁଏଚଏମ ଜିଲ୍ଲା ଲ୍ୟାବରେ ଏଭଳି ଦାଲାଲି ଚାଲିଥିବା ଖବର ମିଳିବା ପରେ ଜଣେ ରିପୋର୍ଟ ଛଦ୍ମବେଶ ଧାରଣ କରି ପ୍ରକୃତ ସତ୍ୟ ଜାଣିବାକୁ ପହଞ୍ଚିଥିଲେ। ଏଠାକାର ଲ୍ୟାବରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ଅମିତଙ୍କ ସହ ରିପୋର୍ଟ ଜଣେ ସାଧାରଣ ଲୋକଙ୍କ ଭଳି କଥା ହୋଇଥିଲେ।

ଏହି ସମୟରେ ରିପୋର୍ଟର ଜଣଙ୍କ ବିନା ଟେଷ୍ଟରେ ମିଥ୍ୟା ପଜିଟିଭ ରିପୋର୍ଟ ଦରକାର ବୋଲି କହିଥିଲେ। ଏଥିରେ ଅମିତ ରାଜି ହେବା ସହ ୧୫ ଶହ ଟଙ୍କା ଦେଲେ ତାଙ୍କ କାମ ହୋଇଯିବ ବୋଲି କହିଥିଲେ। ଅମିତ କହିଥିଲେ, “ଆପଣ ଏହି ଫର୍ମକୁ ଫିଲପ କରିଦିଅନ୍ତୁ ଓ ସନ୍ଧ୍ୟାରେ ଆସନ୍ତୁ। ଆପଣଙ୍କ କାମ ହୋଇଯିବ।”

ଟେକ୍ନିସିଆନ ଜଣଙ୍କ ରିପୋର୍ଟଙ୍କ ଠାରୁ କୌଣସି ନମୁନା ସଂଗ୍ରହ କରି ନଥିଲେ। ତଥାପି ରିପୋର୍ଟ ପଜିଟିଭ ଆସିବ ବୋଲି କହିଥିଲେ। ସତକୁ ସତ ଅମିତ ରିପୋର୍ଟର ଜଣଙ୍କୁ କରୋନା ପଜିଟିଭ ରିପୋର୍ଟ ଦେଇଥିଲେ।

ଅମିତ କହିଥିଲେ ଯେ “ଆପଣ ଏକଥା କାହା ଆଗରେ କହିବେ ନାହିଁ। ଆପଣ ରିପୋର୍ଟ କେମିତି ପାଇଲେ, ସେକଥା ଗୋପନ ରଖିବେ। ଅନେକ ଲୋକ ଏଠାକୁ ଆସି ଏଭଳି ଭାବେ ରିପୋର୍ଟ ନେଇ ଯାଇଛନ୍ତି।”

ଉତ୍ତର ପ୍ରଦେଶ ଉନ୍ନାଓରେ ଥିବା ପଣ୍ଡିତ ଉମା ଶଙ୍କର ଜିଲ୍ଲା ହସ୍ପିଟାଲରେ ଜଣେ ଲ୍ୟାବ କର୍ମଚାରୀ ଚୌଧୁରୀ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ୧୫ ଶହ ଟଙ୍କାରେ ନେଗେଟିଭ ରିପୋର୍ଟ ଦେଇଛନ୍ତି। ଏଠାକୁ ଦିଲ୍ଲୀର ଜଣେ ରିପୋର୍ଟର ଛଦ୍ମବେଶ ଧାରଣ କରି ଯାଇଥିଲେ। ସେ ଚୌଧୁରୀଙ୍କ ସହ ସାଧାରଣ ଲୋକଙ୍କ ଭଳି କଥା ହୋଇ କେତେବେଳେ ନେଗେଟିଭ ରିପୋର୍ଟ ମିଳିବ ବୋଲି ପ୍ରଶ୍ନ କରିଥିଲେ।

ଏହାର ଜବାବରେ ଚୌଧୁରୀ କହିଥିଲେ ଯେ “ଆଜି ହିଁ ରିପୋର୍ଟ ମିଳିଯିବ। ଆଣ୍ଟିଜେନରେ ଟେଷ୍ଟ ହେଲା। ଆପଣ ବିସ୍ତୃତ ତଥ୍ୟ ଦିଅନ୍ତୁ। ଆପଣଙ୍କୁ ନେଗେଟିଭ ରିପୋର୍ଟ ମିଳିଯିବ। ଆପଣଙ୍କ ତଥ୍ୟ ଆମେ ପୋର୍ଟାଲରେ କେବଳ ଅପଲୋଡ କରିବୁ।” ତଥ୍ୟ ପାଇବା ପରେ ଲ୍ୟାବ କର୍ମଚାରୀ ଜଣଙ୍କ ଅନଲାଇନ୍‌ରେ ବିନା କୌଣସି ଟେଷ୍ଟରେ ନେଗେଟିଭ ରିପୋର୍ଟ ଦେଇଥିଲେ।

ଖାଲି ଉତ୍ତର ପ୍ରଦେଶର ଏହି ଦୁଇଟି ସ୍ଥାନ ନୁହେଁ, ଲକ୍ଷ୍ନୌର ବଳରାମ ହସ୍ପିଟାଲର ଲ୍ୟାବର ଜଣେ କର୍ମଚାରୀ ୩ ହଜାର ଟଙ୍କା ନେଇ ବିନା ଟେଷ୍ଟରେ କରୋନା ଟେଷ୍ଟ ରିପୋର୍ଟ ଦେଇଛନ୍ତି। ରିପୋର୍ଟ ଜଣଙ୍କ ନେଗେଟିଭ ରିପୋର୍ଟ ଚାହିଁବାରୁ କର୍ମଚାରୀ ଜଣଙ୍କ ତୁରନ୍ତ, ତାଙ୍କୁ ନେଗେଟିଭ ରିପୋର୍ଟ ଦେଇଥିଲେ। ସେହିପରି ସମାନ ଟଙ୍କା ଦେଲେ ନେଗେଟିଭ ରିପୋର୍ଟ ପଜିଟିଭ ହୋଇଯିବ ବୋଲି ସେ ରିପୋର୍ଟରଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story