ଖୋଲିଲା ସମୁଦ୍ର ଉପରେ ବିଶ୍ୱର ଦୀର୍ଘତମ ବ୍ରିଜ୍‌

ବେଜିଂ: ସମୁଦ୍ର ଉପରେ ନିର୍ମାଣ ହୋଇଥିବା ବିଶ୍ୱର ଦୀର୍ଘତମ ବ୍ରିଜ୍‌କୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ବ୍ରିଜ୍‌ଟି ହଂକଂ, ମକାଉ ଓ ଚୀନର ମେନ୍‌ଲ୍ୟାଣ୍ଡକୁ ସଂଯୋଗ କରୁଛି। ଏହି ବ୍ରିଜ୍‌ଟିର ଲମ୍ବ ୫୫ କିମି ହୋଇଥିବା ବେଳେ ଏହାର ନାଁ ହଂକଂ-ଝୁହାନୀ-ମାକାଉ ରହିଛି। ଲୋକାର୍ପଣ ଉତ୍ସବ ପାଇଁ ମେନ୍‌ଲ୍ୟାଣ୍ଡର ଦକ୍ଷିଣପୂର୍ବ ଅଞ୍ଚଳରେ ଅବସ୍ଥିତ ଝୁହାଇ ସହରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ […]

a

a

Hemant Lenka
  • Published: Thursday, 25 October 2018
  • Updated: 25 October 2018, 06:15 PM IST

Sports

Latest News

ବେଜିଂ: ସମୁଦ୍ର ଉପରେ ନିର୍ମାଣ ହୋଇଥିବା ବିଶ୍ୱର ଦୀର୍ଘତମ ବ୍ରିଜ୍‌କୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ବ୍ରିଜ୍‌ଟି ହଂକଂ, ମକାଉ ଓ ଚୀନର ମେନ୍‌ଲ୍ୟାଣ୍ଡକୁ ସଂଯୋଗ କରୁଛି। ଏହି ବ୍ରିଜ୍‌ଟିର ଲମ୍ବ ୫୫ କିମି ହୋଇଥିବା ବେଳେ ଏହାର ନାଁ ହଂକଂ-ଝୁହାନୀ-ମାକାଉ ରହିଛି।

ଲୋକାର୍ପଣ ଉତ୍ସବ ପାଇଁ ମେନ୍‌ଲ୍ୟାଣ୍ଡର ଦକ୍ଷିଣପୂର୍ବ ଅଞ୍ଚଳରେ ଅବସ୍ଥିତ ଝୁହାଇ ସହରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ବ୍ରିଜ୍‌ ନିର୍ମାଣ ପାଇଁ ୨୦ ବିଲିୟନ୍‌ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି।

ଏହାଦ୍ୱାରା ୧୧ଟି ସହରର ୬ ଲକ୍ଷ ୮୦ ହଜାର ଲୋକ ଉପକୃତ ହୋଇପାରିବେ। ଏଥିସହ ଭିତ୍ତିଭୂମି, ଆର୍ଥିକ ସ୍ଥିତି ଓ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ବିକାଶ ହୋଇପାରିବ।

ଏହି ୫୫ କିମି ବ୍ରିଜ୍‌ଟି ନିର୍ମାଣ ପାଇଁ ୯ ବର୍ଷ ଲାଗିଥିଲା। ୩ ଲାଇନ୍‌ ବିଶିଷ୍ଟ ହୋଇଥିବା ଏହି ବ୍ରିଜ୍‌ର ମୁଖ୍ୟ ରାସ୍ତା ହେଉଛି ୩୦ କିମି ଲମ୍ବ। ସେହିପରି ସେଥିରୁ ବାହାରିଥିବା ୨ଟି ଶାଖା ଲିଙ୍କ ରୋଡର ଦୈର୍ଘ୍ୟ ହେଉଛି ୨୫ କିମି।

ପୂର୍ବରୁ ଝୁହାଇରୁ ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବା ପାଇଁ ୪ ଘଣ୍ଟା ସମୟ ଲାଗୁଥିଲା। କିନ୍ତୁ ଏହି ସାମୁଦ୍ରିକ ବ୍ରିଜ୍‌ ନିର୍ମାଣ ହେବା ପରେ ଏହି ଦୂରତା ୪୫ ମିନିଟ୍‌ ମଧ୍ୟରେ ଅତିକ୍ରମ କରିହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story