ଭାରତ ଟାର୍ଗେଟରେ ଥିଲେ ଏହି ୫ ଆତଙ୍କୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ଯୋଗୁ ପାକିସ୍ତାନ ମାଟିରେ ସକ୍ରିୟ ଥିବା କିଛି କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏୟାର ଷ୍ଟ୍ରାଇକ୍‌ ପଛରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ମୁଖ୍ୟତଃ ୫ ଜଣ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ରହିଥିଲେ। ଏହି ଆକ୍ରମଣ ପରେ ଜୈଶର ସବୁଠାରୁ ବଡ଼ କ୍ୟାମ୍ପ ଛାରଖାର ହୋଇଯାଇଛି। ତେବେ ସେହି କୁଖ୍ୟାତ ୫ ଆତଙ୍କବାଦୀ ହେଲେ ୧: ମୌଲାନା ଆମୀର(ଜୈଶର ଆକ୍କା ମୌଲାନା ମାସୁଦ ଆଝାରର ଭାଇ)। ସେ ଆଫଗାନିସ୍ତାନ ଓ କଶ୍ମୀରରେ […]

Airstrike

Airstrike

Hemant Lenka
  • Published: Tuesday, 26 February 2019
  • Updated: 26 February 2019, 06:31 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ଯୋଗୁ ପାକିସ୍ତାନ ମାଟିରେ ସକ୍ରିୟ ଥିବା କିଛି କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏୟାର ଷ୍ଟ୍ରାଇକ୍‌ ପଛରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ମୁଖ୍ୟତଃ ୫ ଜଣ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ରହିଥିଲେ। ଏହି ଆକ୍ରମଣ ପରେ ଜୈଶର ସବୁଠାରୁ ବଡ଼ କ୍ୟାମ୍ପ ଛାରଖାର ହୋଇଯାଇଛି। ତେବେ ସେହି କୁଖ୍ୟାତ ୫ ଆତଙ୍କବାଦୀ ହେଲେ

୧: ମୌଲାନା ଆମୀର(ଜୈଶର ଆକ୍କା ମୌଲାନା ମାସୁଦ ଆଝାରର ଭାଇ)। ସେ ଆଫଗାନିସ୍ତାନ ଓ କଶ୍ମୀରରେ ହେଉଥିବା ଆତଙ୍କବାଦୀ ହମ୍‌ଲା ସହ ଜଡ଼ିତ ରହିଥିଲା।

୨: ମୌଲାନା ତଲହା ସୈଫ୍‌(ମାସୁଦ ଆଝାରର ଭାଇ) ତଥା ଜୈଶର ପ୍ରଚାର ବିଭାଗ ମୁଖ୍ୟ

୩: ମୁଫତି ଆଝାର ଖାନ୍‌ କଶ୍ମିରୀ। ଏହି ଆତଙ୍କୀ ଜଣଙ୍କ କଶ୍ମୀରରେ ହେଉଥିବା ଅପରେସନର ମୁଖ୍ୟ।

୪: ଇବ୍ରାହିମ୍‌ ଆଝାର(ମାସୁଦର ବଡ଼ ଭାଇ)।

୫: ୟୁସୁଫ ଆଝାର( ମାସୁଦ ଆଝାରର ଶଳା ଓ ଟ୍ରେନିଂ କ୍ୟାମ୍ପର ମୁଖ୍ୟ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos