କ’ଣ ଶସ୍ତା ହେଲା, କ’ଣ ମହଙ୍ଗା

ନୂଆଦିଲ୍ଲୀ: ମୋଦି-୨ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ପରେ ସେନସେକ୍ସ ହ୍ରାସ ପାଇଛି। ବଜେଟ ସବୁ ବର୍ଗଙ୍କ ପାଇଁ ହୋଇଥିବା ମୋଦି ସରକାର କହିଛନ୍ତି। ଏବେ ଆସନ୍ତୁ ଜାଣିବା କ’ଣ ମହଙ୍ଗା ହେବ ଓ କ’ଣ ଶସ୍ତା ହେଲା ମହଙ୍ଗା: ସିଗାରେଟ ଓ ତମାଖୁ, ବାହାରୁ ଆସୁଥିବା ଜୋତା ଓ ଆସବାବପତ୍ର, ବାହାରୁ ଆସୁଥିବା ମେଡିକାଲ ସାମଗ୍ରୀ, କାନ୍ଥ ପଙ୍ଖା, ଟେବୁଲ ଫ୍ୟାନ,  ଟେବୁଲ କ୍ଲଥ, ରୋଷେଇ ଘର ସାମଗ୍ରୀ(ଚିନା ମାଟିରେ ତିଆରି ସାମଗ୍ରୀ), ଷ୍ଟିଲ […]

enbvg

enbvg

Hemant Lenka
  • Published: Saturday, 01 February 2020
  • Updated: 01 February 2020, 07:54 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ପରେ ସେନସେକ୍ସ ହ୍ରାସ ପାଇଛି। ବଜେଟ ସବୁ ବର୍ଗଙ୍କ ପାଇଁ ହୋଇଥିବା ମୋଦି ସରକାର କହିଛନ୍ତି। ଏବେ ଆସନ୍ତୁ ଜାଣିବା କ’ଣ ମହଙ୍ଗା ହେବ ଓ କ’ଣ ଶସ୍ତା ହେଲା

ମହଙ୍ଗା: ସିଗାରେଟ ଓ ତମାଖୁ, ବାହାରୁ ଆସୁଥିବା ଜୋତା ଓ ଆସବାବପତ୍ର, ବାହାରୁ ଆସୁଥିବା ମେଡିକାଲ ସାମଗ୍ରୀ, କାନ୍ଥ ପଙ୍ଖା, ଟେବୁଲ ଫ୍ୟାନ,  ଟେବୁଲ କ୍ଲଥ, ରୋଷେଇ ଘର ସାମଗ୍ରୀ(ଚିନା ମାଟିରେ ତିଆରି ସାମଗ୍ରୀ), ଷ୍ଟିଲ ଓ କପର, ଗଦି ଓ ଗ୍ରାଇଣ୍ଡର, ରିଫାଇନ ତେଲ, ହୁକ୍କା, ଆମଦାନୀ ହେଉଥିବା ହେଡ ଫୋନ ଓ ଇୟର ଫୋନ, ଆମଦାନୀ ହେଉଥିବା ମୋବାଇଲ ବୋର୍ଡ, କୃତିମ ଫୁଲ, ଆମଦାନୀ କଣ୍ଢେଇ, ଆମଦାନୀ ହେଉଥିବା ଘରସଜ୍ଜା ସାମଗ୍ରୀ, ପାନିଆ ଓ ହେୟାର ପିନ, ବାହାରୁ ଆସୁଥିବା ବାଦାମ, ଚୁଇଙ୍ଗମ, କଫି- ଚା’ ତିଆରି ସାମଗ୍ରୀ, ଆମଦାନୀ ହେଉଥିବା ମୂଲ୍ୟବାନ ଧାତୁ, ଚମଡ଼ା, ଘିଅ, ଲହୁଣୀ, ତେଲ ଓ ଛେନା।

ଶସ୍ତା-ନ୍ୟୁଜ ପ୍ରିଣ୍ଟ, ଲାଇଟ ୱେଟ କୋଟେଡ ପେପର, ଅଶୋଧିତ ଚିନି, ଗୃହପାଳିତ ପଶୁପକ୍ଷୀ ବା ଚାଷ ପାଇଁ ନୟୋଜିତ ପଶୁଙ୍କ ଖାଦ୍ୟ ସାମଗ୍ରୀ, ଚାରା, ପ୍ୟାକେଟ କ୍ଷୀର, କିଛି ଆଲକହଲ ଯୁକ୍ତ ପାନୀୟ, ସବୁ ପ୍ରକାରର ସୋୟାବିନ, କିଛି ନିର୍ଦ୍ଦିଷ୍ଟ ସାମରିକ ସାମଗ୍ରୀ, ଖେଳ ସାମଗ୍ରୀ, କିଛି ଭାରତ ନିର୍ମିତ ମୋବାଇଲ ସାମଗ୍ରୀ, ପିଙ୍ଗର ପ୍ରିଣ୍ଟ ରିଡର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos