ବିଦେଶରେ ରହିଛି ମା’ ଲକ୍ଷ୍ମୀଙ୍କ ନାଁରେ ସହର, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ: (ଓଡ଼ିଶା ରିପୋର୍ଟର୍): ବିଦେଶରେ ସାଧାରଣତଃ ହିନ୍ଦୁ ଦେବଦେବୀଙ୍କ ମନ୍ଦିର ଦେଖିବାକୁ ଖୁବ୍ କମ୍ ମିଳିଥାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଦେଶରେ ଏମିତି ବି ଏକ ସହର ଅଛି, ଯାହା ହିନ୍ଦୁ ଧର୍ମର ଆରାଧ୍ୟ ଦେବୀ ମା’ଙ୍କ ନାଁରେ ନାମକରଣ ହୋଇଛି। ଜାପାନ୍‌ର ରାଜଧାନୀ ଟୋକିଓ ନିକଟରେ ରହିଛି ଏହି ସହର। ସହରର ନାଁ  କିଚିଜୋଜି। ଜାପାନୀଜ୍‌ ଭାଷାରେ କିଚିଜୋଜିର ଅର୍ଥ ଲକ୍ଷ୍ମୀ ମନ୍ଦିର।   ଜାପାନ୍‌ର କନ୍‌ସଲ୍‌ ଜେନେରାଲ୍ ଟାକାୟୁକି କିଟାଗୱା […]

jai-maa-

jai-maa-

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 03:16 PM IST

Sports

Latest News

ନୂଆଦିଲ୍ଲୀ: (ଓଡ଼ିଶା ରିପୋର୍ଟର୍): ବିଦେଶରେ ସାଧାରଣତଃ ହିନ୍ଦୁ ଦେବଦେବୀଙ୍କ ମନ୍ଦିର ଦେଖିବାକୁ ଖୁବ୍ କମ୍ ମିଳିଥାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଦେଶରେ ଏମିତି ବି ଏକ ସହର ଅଛି, ଯାହା ହିନ୍ଦୁ ଧର୍ମର ଆରାଧ୍ୟ ଦେବୀ ମା’ଙ୍କ ନାଁରେ ନାମକରଣ ହୋଇଛି।

ଜାପାନ୍‌ର ରାଜଧାନୀ ଟୋକିଓ ନିକଟରେ ରହିଛି ଏହି ସହର। ସହରର ନାଁ  କିଚିଜୋଜି। ଜାପାନୀଜ୍‌ ଭାଷାରେ କିଚିଜୋଜିର ଅର୍ଥ ଲକ୍ଷ୍ମୀ ମନ୍ଦିର।

ଜାପାନ୍‌ର କନ୍‌ସଲ୍‌ ଜେନେରାଲ୍ ଟାକାୟୁକି କିଟାଗୱା କହିଛନ୍ତି, ‘ଅଧିକାଂଶ ଲୋକ ଭାବିଥା’ନ୍ତି ଯେ ଭାରତୀୟ ସଂସ୍କୃତି ଠାରୁ ଜାପାନୀଜ୍‌ ସଂସ୍କୃତି ସଂପୂର୍ଣ୍ଣ ଭିନ୍ନ । କିନ୍ତୁ ଏହା ସତ ନୁହେଁ। ଜାପାନର କେତେକ ସ୍ଥାନରେ ହିନ୍ଦୁ ଦେବଦେବୀଙ୍କ ମନ୍ଦିର ରହିଛି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story