ବଜେଟରେ ସିବିଆଇ ପାଣ୍ଠି ହ୍ରାସ ପାଇଲା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ପାଣ୍ଠିକୁ ୨୦୨୧-୨୦୨୨ ବଜେଟ୍‌ରେ ହ୍ରାସ କରାଯାଇଛି। ଚଳିତ ବଜେଟ୍‌ରେ ସିବିଆଇ ପାଇଁ ୮୩୫.୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୦-୨୦୨୧ରେ ସିବିଆଇକୁ ମୋଟ ୮୩୫.୭୫ କୋଟି ଟଙ୍କା ମିଳିଥିଲା। ଏହାର ଅର୍ଥ ସିବିଆଇର ପାଣ୍ଠି ପୂର୍ବବର୍ଷ ତୁଳନାରେ ୩୬ ଲକ୍ଷ ଟଙ୍କା ହ୍ରାସ ପାଇଛି। ୨୦୨୦-୨୦୨୧ ବଜେଟ୍‌ରେ ପ୍ରଥମେ ସିବିଆଇ ପାଇଁ ୮୦୨.୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହାକୁ ପରବର୍ତ୍ତୀ ଅବସ୍ଥାରେ ସଂଶୋଧିତ କରି ୮୩୫.୭୫ କୋଟି […]

v

v

Hemant Lenka
  • Published: Monday, 01 February 2021
  • Updated: 01 February 2021, 06:04 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ପାଣ୍ଠିକୁ ୨୦୨୧-୨୦୨୨ ବଜେଟ୍‌ରେ ହ୍ରାସ କରାଯାଇଛି। ଚଳିତ ବଜେଟ୍‌ରେ ସିବିଆଇ ପାଇଁ ୮୩୫.୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୦-୨୦୨୧ରେ ସିବିଆଇକୁ ମୋଟ ୮୩୫.୭୫ କୋଟି ଟଙ୍କା ମିଳିଥିଲା। ଏହାର ଅର୍ଥ ସିବିଆଇର ପାଣ୍ଠି ପୂର୍ବବର୍ଷ ତୁଳନାରେ ୩୬ ଲକ୍ଷ ଟଙ୍କା ହ୍ରାସ ପାଇଛି।

୨୦୨୦-୨୦୨୧ ବଜେଟ୍‌ରେ ପ୍ରଥମେ ସିବିଆଇ ପାଇଁ ୮୦୨.୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହାକୁ ପରବର୍ତ୍ତୀ ଅବସ୍ଥାରେ ସଂଶୋଧିତ କରି ୮୩୫.୭୫ କୋଟି ଟଙ୍କା କରାଯାଇଥିଲା। ସେହିପରି ୨୦୧୯-୨୦ ବଜେଟ୍‌ରେ ସିବିଆଇକୁ ୭୮୬.୦୮ କୋଟି ଟଙ୍କା ମିଳିଥିଲା।

ଦେଶର ବଡ଼ ବଡ଼ ଦୁର୍ନୀତି ଓ ଠକେଇ ମାମଲାର ତଦନ୍ତ କରୁଥିବା ସିବିଆଇ ୨୦୨୦ରେ ୬୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story