ଭୁଶୁଡ଼ିଲା ନିର୍ମାଣାଧୀନ ପାଣି ଟାଙ୍କି, ୩ ମୃତ

ବେଙ୍ଗାଲୁରୁ: ଦିନକୁ ୧୧୦ ମିଲିୟନ ଲିଟର ସ୍ୱରେଜ ପାଣିକୁ ଟ୍ରିଟମେଣ୍ଟ କରିବା ପାଇଁ ବେଙ୍ଗାଲୁରୁରେ ନିର୍ମାଣ ହେଉଥିବା ଏକ ବିଶାଳ ପାଣିଟାଙ୍କି ଆଜି ଭୁଶୁଡ଼ି ପଡ଼ିଛି। ଏଥିରେ ୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ୪୦ ଫୁଟ ଉଚ୍ଚର ପାଣି ଟାଙ୍କିକୁ ବେଙ୍ଗାଲୁରୁ ପାଣି ବିତରଣ ଓ ସ୍ୱରେଜ ବୋର୍ଡ ପକ୍ଷରୁ ନିର୍ମାଣ କରାଯାଉଥିଲା। ପାଣି ଟାଙ୍କିଟି ଭୁଶୁଡ଼ିବା ବେଳେ ଶ୍ରମିକମାନେ ଏଠାରେ କାର୍ଯ୍ୟ କରୁଥିଲେ। ଧ୍ୱଂସାବଶେଷ ତଳେ […]

oo

oo

Hemant Lenka
  • Published: Monday, 17 June 2019
  • Updated: 17 June 2019, 09:41 PM IST

Sports

Latest News

ବେଙ୍ଗାଲୁରୁ: ଦିନକୁ ୧୧୦ ମିଲିୟନ ଲିଟର ସ୍ୱରେଜ ପାଣିକୁ ଟ୍ରିଟମେଣ୍ଟ କରିବା ପାଇଁ ବେଙ୍ଗାଲୁରୁରେ ନିର୍ମାଣ ହେଉଥିବା ଏକ ବିଶାଳ ପାଣିଟାଙ୍କି ଆଜି ଭୁଶୁଡ଼ି ପଡ଼ିଛି। ଏଥିରେ ୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ଏହି ୪୦ ଫୁଟ ଉଚ୍ଚର ପାଣି ଟାଙ୍କିକୁ ବେଙ୍ଗାଲୁରୁ ପାଣି ବିତରଣ ଓ ସ୍ୱରେଜ ବୋର୍ଡ ପକ୍ଷରୁ ନିର୍ମାଣ କରାଯାଉଥିଲା। ପାଣି ଟାଙ୍କିଟି ଭୁଶୁଡ଼ିବା ବେଳେ ଶ୍ରମିକମାନେ ଏଠାରେ କାର୍ଯ୍ୟ କରୁଥିଲେ। ଧ୍ୱଂସାବଶେଷ ତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story